ପୁରୀ ଜିଲ୍ଲା କଂଗ୍ରେସର ସାଙ୍ଗଠନିକ ସମୀକ୍ଷା ବୈଠକ ଅନୁଷ୍ଠିତ
ବୁଥ ସ୍ତରରେ ସରକାରୀ ବିଫଳତା ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଲେ ପ୍ରଦେଶ ସହ-ପ୍ରଭାରୀ ମୟୁର ଏସ୍. ଜୟକୁମାର
ପୁରୀ, ୨୮/୦୫ (ଅନିମେଶ ପଟ୍ଟନାୟକ): ଗୁରୁବାର ଅପରାହ୍ନ ଘ୨.୩୦ମି ସମୟରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାଙ୍ଗଠନିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଖିଳ…