ଜଳୁଛି ଜଙ୍ଗଲ, ଢୁଳାଉଛି ବନବିଭାଗ
କାମାକ୍ଷାନଗର/ରିତେଶ ବ୍ରହ୍ମା(15/3) : କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ରେ ଦୀର୍ଘ ସମୟ ଧରି ଜଳୁଛି ଜଙ୍ଗଲ | ୫୩ ନଂ ଜାତିୟରାଜପଥ ରାସ୍ତା କଡରେ ଥିବା ବାଉଁଶପାଳ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ନିଆଁ ଜଳୁଛି |ତେବେ ଆଜି ଅପରାହ୍ନ ରେ କୌଣସି କାରଣ ରୁ ନିଆଁ ଲାଗି ଥିବା ବେଳେ,ଦୀର୍ଘ ସମୟ…