ବିଶ୍ୱ ନାଟ୍ୟ ଦିବସ ପାଳିତ
ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ସ୍ଥିତ ସାଇ କଲ୍ୟାଣ ମଣ୍ଡପ ଠାରେ ଭିନ୍ନ ଢଙ୍ଗ ରେ ବିଶ୍ୱ ନାଟ୍ୟ ଦିବସ ପାଳନ ହୋଇ ଯାଇଛି। ଓଡିଶା ନାଟ୍ୟ ସଂଘ ର ଜିଲା ସଂଯୋଜକ ଶ୍ରୀ ଜଗନ୍ନାଥ ବେହେରା ଙ୍କ ଅଧ୍ୟକ୍ଷତାରେ ବିଶ୍ଵ ନାଟ୍ୟ ଦିବସ ପାଳନ ଅବସରରେ ଜିଲ୍ଲା ସଂସ୍କୁତି ଅଧିକାରୀ ଘାସି ରାମ ହରିଜନ…