ବୈଶାଖ ମେଳା ପାଇଁ ମେଳା କମିଟି କମିଟି ର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ
ବରଗଡ :- ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କର ଜନ୍ମୋତ୍ସଵ ଓ ପ୍ରସିଦ୍ଧ ବୈଶାଖ ମେଳା ଆସନ୍ତା 01/ 05/23 ରୁ 05/05/23 ପର୍ଯନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଚଳିତ ବର୍ଷ ବରଗଡ଼ ଜିଲ୍ଲା ର ଏହି ସର୍ବପୁରାତନ ମେଲା ର ଆୟୋଜନ ପାଇଁ ବିଭାଗୀୟ ଅଧିକାରୀ ଓ ମେଳା କମିଟି ର ସକ୍ରିୟ ସଭ୍ୟ…