ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ ପକ୍ଷରୁ ଏଏଲ୍‌ଏସ୍ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

ଭୁବନେଶ୍ୱର:- ଆର୍ସଲରମିତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ(ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ) ପକ୍ଷରୁ ୨୪ଙ୍ଘ୭ ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ(ଏଏଲ୍‌ଏସ୍‌) ଆମ୍ବୁଲାନ୍ସ ସେବାର ଆରମ୍ଭ ହୋଇଯାଇଛି । ଏହା କେନ୍ଦୁଝର ଜିଲ୍ଲା ବଡବିଲ୍‌ଠାରେ ଥିବା ଠାକୁରାଣୀ ଖଣି ଅଚଂଳର ଆଖପାଖ ବାସିନ୍ଦାମାନଙ୍କ ପାଇଁ ଏହି…

ଡାଲମିଆ ସିମେଣ୍ଟ ପୂର୍ବ ଭାରତରେ ଘୋଷଣା କରୁଛି ‘ଡିଏସ୍‍ପି ହର୍‍ ଘର୍‍ ହାପି ଅଫର’

ଭୁବନେଶ୍ୱର: ଏକ ଅଗ୍ରଣୀ ଭାରତୀୟ ପ୍ରମୁଖ ସିମେଣ୍ଟ ନିର୍ମାତା ତଥା ଡାଲମିଆ ଭାରତ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ (ଡିସିବିଏଲ୍‍) ତାହାର ଉପସ୍ଥିତି ଥିବା ସମଗ୍ର ପୂର୍ବାଞ୍ଚଳରେ ତାହାର ଆକର୍ଷଣୀୟ ନୂତନ ଡାଲମିଆ ସିମେଣ୍ଟର ଡିଏସ୍‍ପି ହର୍‍ ଘର୍‍ ହାପି…

କି ବିକାଶ ହେଉଛି କେଜାଣି, ୨୦ ବର୍ଷ ହେଲା ନାଳ ଉପରେ ଛୋଟ ପୋଲଟେ ହେଇପାରୁନି

https://youtu.be/DUh09SQH8ww କୁଚିଣ୍ଡା - ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି l ରାଜ୍ୟକୁ ପ୍ରଗତିପଥେ ଆଗେଇ ନେବାକୁ ଅନେକ ଯୋଜନା କରୁଛନ୍ତି କିନ୍ତୁ ଏହାର ବାସ୍ତବିକ ଚିତ୍ର ଦେଖିବାକୁ ମିଳିଛି…

“ତମେ କୁଣ୍ଢାକୁଣ୍ଢି ହେଇ ରୁହ, ଆମେ ଲୋକଙ୍କୁ ହାତ ଯୋଡ଼ିବୁ”

https://youtu.be/bs1qpb2P4x0 ଭୁବନେଶ୍ୱର : "ଆଜି ଗୋଟେ ପଟେ ବିଜେଡି ପାଳୁଛି ୨୬ ତମ ଜନ୍ମ ଦିବସ | ସେପଟେ ବିଜେପି ପାଳୁଛି ସତ୍ୟାଗ୍ରହ | ଇଏ କେବଳ ଦେଖେଇ ହେବା ପାଇଁ ସେ " ଆମେ ବିଜେଡି ବିଜେପି ଯୋଡାଯୋଡି ନୁହଁ" | ହେଲେ ସତ କଥା ହେଲା ସେମାନେ ଭିତରେ ଭିତରେ କୁଣ୍ଢାକୁଣ୍ଢି ହୋଇ…

ଜନବସତି ମୁହାଁ ହାତୀ ପଲ୍ଲ : ଦିନବେଳା ଗଞ୍ଜାମ ଜିଲ୍ଲାରେ ବିଶ୍ରାମ ଏବଂ ରାତିହେଲେ ନୟାଗଡ଼ ଜିଲ୍ଲାକୁ ଆସି ଖାଉଛନ୍ତି…

ଭୟ ଏବଂ ଆତଙ୍କରେ ଭଗବତୀ ପ୍ରସାଦ ଓ ମହେଶ୍ୱରପୁର ଗ୍ରାମବାସୀ, ୫୦ ଏକରରୁ ଉର୍ଦ୍ଧ୍ବ ଜମିର ଅମଳକ୍ଷମ ଧାନ ନଷ୍ଟ ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲା ସୀମା ବର୍ତ୍ତି ଭଗବତୀ ପ୍ରସାଦ ଓ ମହେଶ୍ୱର ପୁର ଗାଁ…

ଶ୍ରୀ ରଘୁନାଥ ଜିଉଙ୍କୁ ଦର୍ଶନ କଲେ ହାଇକୋର୍ଟ ବିଚାରପତି

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ଭି ନରସିଂହ ରବିବାର ଦିନ ଓଡ଼ଗାଁ ଗସ୍ତରେ ଆସି ସନ୍ଧ୍ୟାରେ ଓଡ଼ଗାଁ ରଘୁନାଥ ମନ୍ଦିର ଠାରେ ପହଞ୍ଚିଥିଲେ । ପରେ ଶ୍ରୀ ରଘୁନାଥ ଜୀଉଙ୍କ ଆଳତି ଦର୍ଶନ ସାରି ଭଦ୍ର ମଣ୍ଡପରେ କିଛି ସମୟ ବସିଥିଲେ । ଏହି ସମୟରେ…

“ବନ୍ଧୁ” ସାମାଜିକ ଅନୁଷ୍ଠାନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

 ସତ୍ୟଭାମାପୁର ଉଚ୍ଚ ବିଦ୍ୟାଳୟ ୧୯୮୬  ମସିହା ମାଟ୍ରିକ ବ୍ୟାଚର  ଛାତ୍ରଛାତ୍ରୀଙ୍କବନ୍ଧୁ ମିଳନ ଭୁବନେଶ୍ୱର :ଭୁବନେଶ୍ଵରଉପକଣ୍ଠ ବାଲିଅନ୍ତା ବ୍ଲକସ୍ଥିତ “ବନ୍ଧୁ”(ବୋନାଫାଏଟ୍ ଆସୋସିଏସନ ଫର ଡେଭେଲପମେଣ୍ଟ ଅଫ ନେଚର, ହେଲଥ୍ କେୟାର ଆଣ୍ଡ ଅଣ୍ଡର ପ୍ରିଭିଲେଜ୍ଡ ) ସାମାଜିକ ଅନୁଷ୍ଠାନର…

କିଟରେ ହକି ବିଶ୍ୱକପ୍‍ ଟ୍ରଫି:ଅଲିମ୍ପିଆନ୍‍ଙ୍କ ସମେତ ୧୫ହଜାର କ୍ରୀଡ଼ାବିତ୍‍ଙ୍କ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର,: ପୁରୁଷ ବିଶ୍ୱକପ୍‍ ହକି ଟ୍ରଫି ଆଜି ଓଡ଼ିଶାରେ ପହଞ୍ଚିବା ପରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ଶେଷରେ କିଟ୍‍ ପରିସରରେ ପହଞ୍ଚିଥିଲା। କିଟ୍‍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ୨ରୁ କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀ ତଥା କର୍ମଚାରୀମାନେ ଟ୍ରଫିକୁ କିଟ୍‍…

ସୋଆ କ୍ୟାମ୍ପସ୍‌ରେ ବିଶ୍ୱକପ୍ ହକି ଟ୍ରଫିକୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର, ୨୫/୧୨: ରବିବାର ଓଡ଼ିଶାରେ ପହଂଚିଥିବା ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ଶହ ଶହ ଛାତ୍ରଛାତ୍ରୀ ସଂଗୀତ ଓ ନୃତ୍ୟ ମାଧ୍ୟମରେ ଭବ୍ୟ ସ୍ୱାଗତ ଜଣାଇଛନ୍ତି ।ୱାର୍ଲଡ୍ କପ୍ ଟ୍ରଫି ବହନ କରିଥିବା ଗାଡିଟିକୁ ବାଦ୍ୟ ଓ ଆତସବାଜି ଦ୍ୱାରା ସ୍ୱାଗତ…

ଜିଲ୍ଲା ଗ୍ରାହକ ସୁରକ୍ଷା ଓ ଅଧିକାର କମିଟ ଆନୁକୁଲ୍ୟରେ ଖାଉଟି ସଚେତନତା କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ସହରର ରାଜଗୁରୁ ସାହି ସ୍ଥିତ ରସିକରାଜ ମଠ (ଆପନ୍ନା ପରିଚ୍ଛା) ପରିସରରେ ଏକ ଉପଭୋକ୍ତା ସୁରକ୍ଷା ଓ ଅଧିକାର କର୍ମଶାଳା ଲିଙ୍ଗରାଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ…