ମାତୃମଣ୍ଡଳୀ ଦ୍ୱାରା ଆୟୋଜିତ ଶ୍ରୀରାମଚରିତ ମାନସ ପଠନ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଗଦଗୁରୁ ଶ୍ରୀ କୃପାଳୁ ମହାରାଜଙ୍କ ଅନୁଗାମୀ ସାଧ୍ବୀ ଅନୁସୂୟା ଦାସୀ ପାରଳା ନଗରର ମହିଳା ମାନଙ୍କୁ ନେଇ ମାତୃମଣ୍ଡଳୀ ଗଠନ କରି ପ୍ରତ୍ୟେକ ଦିନ ରାତ୍ର ରାଜଗୁରୁ ସାହି ସ୍ଥିତ ଶ୍ରୀରାଘୁନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମଚରିତ ମାନସ ପଠନ ଓ…

ପଞ୍ଚାୟତ ସ୍ତରୀୟ ଭଳିବଲ କ୍ରୀଡା ପ୍ରତିଯୋଗିତା

ଜଗତସିଂହପୁର/ସୁମନ୍ତକୁମାରଦାସ: ଜଗତସିଂହପୁର ବ୍ଲକରେ ଜୋନ 2 ର ପଞ୍ଚାୟତ ସ୍ତରୀୟ ଭଲିବଲ କ୍ରୀଡା ପ୍ରତିଯୋଗିତା ଆଶ୍ରାମପାଟଣା ଭଲିବଲ ଗ୍ରୋଉଣ୍ଡ ଜଗତସିଂହପୁର ବ୍ଲକ BDO ସାଗର କୁମାର ନନ୍ଦ ଫିତା କାଟି ଉତ୍ସବର ଉଦଘାଟନ କରିବା ସହିତ ଏହି ଉତ୍ସବର ମୁଖ୍ୟ ଅଥିତି ଭାବେ ଶୋଭା ମଣ୍ଡନ କରିଥିଲେ l…

ଜଗତସିଂହପୁର ସାଂସ୍କୃତିକ ପରିଷଦର ସାଧାରଣ ପରିଷଦ ବୈଠକ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ସାଂସ୍କୃତିକ ପରିଷଦର ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜଗତସିଂହପୁର ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱରୀ ଯୋଗ ଦେଇ ୨୪ ତମ ପୁସ୍ତକ…

କାଶିପୁର ବ୍ଲକ ଶୌଣ୍ଢିକ ସଂଙ୍ଘର ବାର୍ଷିକ ସାଧାରଣ ବୈଠକ ଓ ବନ୍ଧୁମିଳନ ଅନୁଷ୍ଟିତ।

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶିପୁର ବ୍ଲକର ଶୌଣ୍ଢିକ ସଂଙ୍ଘର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଶୁଣ୍ଢି ସଂଙ୍ଘର ସଭାପତି ବିଜୟ ରତ୍ନଚୈଧୁରୀ ଙ୍କ ଅଧ୍ୟକ୍ଷତା ରେ ଅଞ୍ଚଳର ପ୍ରାୟ ୭୦୦ ଜଣ ମହିଳାପୁରୁଷ ଟିକିରି ହନୁମାନ ମନ୍ଦିର ଠାରେ ଏକତ୍ରିତ ହୋଇ…

୯ମ ରାଜ୍ୟ ସ୍ତରୀୟ ପାରଳା ନାଟକ ମହୋତ୍ସବ : ୨୮ ଡ଼ିସେମ୍ବର ରୁ ୩୧ ଡ଼ିସେମ୍ବର

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପାରଳାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ୍ ଆର୍ଟସ୍ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଚଳିତ ୨୮ ଡ଼ିସେମ୍ବର ରୁ ୩୧ ଡ଼ିସେମ୍ବର ପର୍ଯ୍ୟନ୍ତ ୪ ଦିନ ଧରି ଅର୍ବାନ ପଡିଆ…

ସାରସକଣା: ବିଜୁ ଯୁବ ଜନତା ଦଳ ପକ୍ଷରୁ ତିନି ଯୁବ ନେତାଙ୍କୁ ଗୁରୁଦାୟିତ୍ୱ

ସାରସକଣା ରୁ ବନ ବିହାରି ମହାପାତ୍ର: ଆଗାମୀ ହେବାକୁ ଯାଉଥିବା ନିର୍ବାଚନକୁ ଆଖିଆଗରେ ରଖି ବିଜୁ ଯୁବ ଜନତା ଦଳ ପକ୍ଷରୁ ତିନି ଯୁବ ନେତାଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି | ରାଜ୍ୟଯୁଵ ବିଜେଡି ସଭାପତି ବ୍ୟୋମକେଶ ରାୟଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ସାରସ କଣା ନିର୍ବାଚନ ମଣ୍ଡଳୀର ଯୁବ…

“ମା ମାନେ ଆଗେଇ ଆସନ୍ତୁ ଦାୟିତ୍ଵ ନିଅନ୍ତୁ”

ନବୀନ ପାଲଟିଛନ୍ତି ଗୋଟେ ବ୍ରାଣ୍ଡ | ଓନିଡା ଟିଭିର ସେଇ ପୁରୁଣା ଲୋକପ୍ରିୟ ବିଜ୍ଞାପନର ଟ୍ୟାଗ ଲାଇନ " ନେବରସ ଏନଭି, ଓନର୍ସ ପ୍ରାଇଡ" ଭଳି ବିଜେଡି ଓ ବିଜେଡିର ସବୁ ନେତାଙ୍କ ପାଇଁ ନବୀନ ପାଲଟିଛନ୍ତି ଗୌରବ ବା ଗର୍ବ, ଆଉ ବିରୋଧୀଙ୍କ ପାଇଁ ଇର୍ଷା" | ମା ମାନଙ୍କ ଆଶୀର୍ବାଦ ରହିଲେ ବିଜୁ…

ଧୂମପାନ ତ୍ୟାଗ କରି ଭୟଙ୍କର ଫୁସଫୁସ ରୋଗରୁ ଦୂରେଇ ରୁହନ୍ତୁ: କିମ୍‌ସ ବିଶେଷଜ୍ଞ

ଭୁବନେଶ୍ୱର,୨୬ା୧୨: ଯଦି ଆପଣ ନିୟମିତ ଧୂମପାନ କରନ୍ତି, ଆଜି ହିଁ ତ୍ୟାଗ କରନ୍ତୁ । ନଚେତ୍ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରି ରୋଗ (ସିଓପିଡି) ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୮୦-୯୦ ପ୍ରତିଶତ ଲୋକ ଧୂମପାନ କାରଣରୁ ସିଓପିଡି ରୋଗ ଦ୍ୱାରା ଆକ୍ରାନ୍ତ ହେଉଥିବା…

ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ ପକ୍ଷରୁ ଏଏଲ୍‌ଏସ୍ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

ଭୁବନେଶ୍ୱର:- ଆର୍ସଲରମିତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ(ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ) ପକ୍ଷରୁ ୨୪ଙ୍ଘ୭ ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ(ଏଏଲ୍‌ଏସ୍‌) ଆମ୍ବୁଲାନ୍ସ ସେବାର ଆରମ୍ଭ ହୋଇଯାଇଛି । ଏହା କେନ୍ଦୁଝର ଜିଲ୍ଲା ବଡବିଲ୍‌ଠାରେ ଥିବା ଠାକୁରାଣୀ ଖଣି ଅଚଂଳର ଆଖପାଖ ବାସିନ୍ଦାମାନଙ୍କ ପାଇଁ ଏହି…

ଡାଲମିଆ ସିମେଣ୍ଟ ପୂର୍ବ ଭାରତରେ ଘୋଷଣା କରୁଛି ‘ଡିଏସ୍‍ପି ହର୍‍ ଘର୍‍ ହାପି ଅଫର’

ଭୁବନେଶ୍ୱର: ଏକ ଅଗ୍ରଣୀ ଭାରତୀୟ ପ୍ରମୁଖ ସିମେଣ୍ଟ ନିର୍ମାତା ତଥା ଡାଲମିଆ ଭାରତ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ (ଡିସିବିଏଲ୍‍) ତାହାର ଉପସ୍ଥିତି ଥିବା ସମଗ୍ର ପୂର୍ବାଞ୍ଚଳରେ ତାହାର ଆକର୍ଷଣୀୟ ନୂତନ ଡାଲମିଆ ସିମେଣ୍ଟର ଡିଏସ୍‍ପି ହର୍‍ ଘର୍‍ ହାପି…