ସିଙ୍ଗରଖଡ଼କ ଗ୍ରାମରେ କାଳବୈଶାଖୀର ତାଣ୍ଡବ, ୯ ପରିବାର ସର୍ବସ୍ୱ ହରାଇ ଦୁର୍ଦ୍ଦଶାରେ
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମୁନୁଷଗାଁ ପଞ୍ଚାୟତ ଅନ୍ତର୍ଗତ ସିଙ୍ଗରଖଡ଼କ ଗ୍ରାମରେ କାଳବୈଶାଖୀ ଝଡ଼ ଏବଂ ପ୍ରବଳ ବର୍ଷା ଯୋଗୁଁ ୯ଟି ପରିବାରର ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘର ଭାଙ୍ଗି ଯିବା ସହିତ ବର୍ଷ ବର୍ଷ ଧରି ସଞ୍ଚୟ କରି ରଖିଥିବା ଧାନ,…