ଗବେଷଣା ପାଇଁ ଶରୀର ଦାନ କରି ସମାଜ ଆଗରେ ପ୍ରେରଣା ସାଜିଲେ ଶ୍ରୀନିବାସଙ୍କର ପରିବାରବର୍ଗ
(ସଂଯୋଜନା କଲା ଓଡ଼ିଶା-ମୋ ପରିବାର)
ଜୀବନ ଯୁଦ୍ଧରେ ହାରିଯାଇ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଇଛନ୍ତି, ହେଲେ ମୃତ୍ୟୁ ପରେ ମେଡ଼ିକାଲ ରିସର୍ଚ୍ଚ ପାଇଁ ସମ୍ପୂର୍ଣ୍ଣ ଶରୀର ଦାନ କରି ସମସ୍ତଙ୍କ ଆଖିରେ ଅଲିଭା ଛବି ଆଙ୍କିଦେଇଛନ୍ତି ସେ । ହଜିଯାଇଛି ତାଙ୍କ ଆତ୍ମା କିନ୍ତୁ ଅନ୍ୟମାନଙ୍କ ହୃଦୟକୁ…