ଜିଓ ପକ୍ଷରୁ ଓଡ଼ିଶାରେ ଟ୍ରୁ-୫ଜିର ଶୁଭାରମ୍ଭ

- କେନ୍ଦ୍ର ଯୋଗାଯୋଗ, ରେଳ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଓଡ଼ିଶାରେ ଜିଓ ଟ୍ରୁ-୫ଜିର ଶୁଭାରମ୍ଭ - ମନ୍ଦିରମାଳିନୀ ଭୁବନେଶ୍ୱର ଓ ଐତିହାସିକ କଟକ ସହର ଓଡ଼ିଶାର ପ୍ରଥମ ଜିଓ ଟ୍ରୁ-୫ଜି ସହର - ୨୦୨୩ ଫେବ୍ରୁଆରି ସୁଦ୍ଧା ଓଡ଼ିଶାର ଆଉ…

ଟେଲି ଘନତ୍ୱ କ୍ଷେତ୍ରରେ ଦେଶର ୫ ପଛୁଆ ରାଜ୍ୟ ମଧ୍ୟରେ ଓଡ଼ିଶା ।

ଓଡ଼ିଶାରେ ୫-ଜି ସେବା ପ୍ରଚାରସର୍ବସ୍ୱ ନ ହେଉ: ବିଜେଡ଼ି  ଏବେବି ଓଡ଼ିଶାର ବହୁ ଅଞ୍ଚଳରେ ୨-ଜି ଓ ୩-ଜି ସେବା ଉପଲବ୍ଧ ନାହିଁ ।  ରାଜ୍ୟର ୬୨୭୮ ଗାଁ ମୋବାଇଲ ଓ ଇଣ୍ଟରନେଟ ସେବାରୁ ବଞ୍ଚିତ ।  ୨୫୦୦ ଟାୱାରର ଆବଶ୍ୟକତା ଥିବାବେଳେ ମଞ୍ଜୁର ହୋଇଛି ୪୮୮ ।  ନେଟୱାର୍କ…

ଜିଓର ଷ୍ଟାଣ୍ଡ୍‌-ଏଲୋନ୍ ନେଟ୍‌ୱର୍କକୁ ସପୋର୍ଟ କରିବ ମୋଟୋରୋଲାର ୫ଜି ସ୍ମାର୍ଟଫୋନ୍

ଭୁବନେଶ୍ୱର: ୱାନ୍‌ପ୍ଲସ୍‌, ଶାଓମି ଓ ରେଡ୍‌ମି ପରେ ଏବେ ମୋଟୋରୋଲା ପକ୍ଷରୁ ୫ଜି ସ୍ମାର୍ଟଫୋନ୍‌ର ନୂତନ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି ଯାହା ଜିଓର ଟ୍ରୁ-୫ଜି ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କକୁ ସପୋର୍ଟ କରୁଛି । ଦୁନିଆରେ ୫ଜି ସ୍ମାର୍ଟଫୋନ୍‌ର ଶୁଭାରମ୍ଭ କରିଥିବା ପ୍ରଥମ କଂପାନି…

ଶାରୀରିକ ଯନ୍ତ୍ରଣା ସହି ନ ପାରି ଶିକ୍ଷକ ଙ୍କର ଆତ୍ମହତ୍ୟା

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଜାମସେଠ ଗ୍ରାମର ସୁନ୍ଦରମଣି ହଂସ (50) ନାମକ ଜଣେ ଶିକ୍ଷକ ଙ୍କର ଶବ ଆଜି ଗ୍ରାମର ଲୋକେ ଭରୁଆମୁଣ୍ଡା ରାସ୍ତାରେ ଏକ ପିଜୁଳି ଗଛରେ ଝୁଲୁଥିବା ଗ୍ରାମର କିଛି ଲୋକ ଦେଖିବାକୁ ପାଇ ଗ୍ରାମ ରେ ରହୁଥିବା ଲୋକଙ୍କୁ ତଥା ପୋଲିସ କୁ ଖବର ଦେଇଥିଲେ ।…

୧୨ ତମ ଓଡ଼ଗାଁ କପ୍ ରାଜ୍ୟସ୍ତରୀୟ ବ୍ୟାଟମିଣ୍ଟନ ଟୁର୍ଣାମେଣ୍ଟ ଉଦଯାପିତ, ଅନୁଗୁଳ ଚମ୍ପିୟାନ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ଠାରେ ୨ଦିନ ଧରି ଚାଲିଥିବା ୧୨ ତମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବାଲେଶ୍ଵରକୁ ହରାଇ ଅନୁଗୁଳ ଚମ୍ପିୟାନ ହୋଇଚି।ଦ୍ୱିତୀୟଦିନ ଖେଳକୁ ଜିଲ୍ଲା ପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ ପ୍ରଦୀପ ପ୍ରଜ୍ଜଳନ କରି…

ଘୋଘର କଣକୁଣ୍ଡରେ ବାରମ୍ବାର ଅଘଟଣ

ପାଣିରେ ବୁଡ଼ିଗଲେ ଝାରସୁଗୁଡାର ୨ଜଣ , ଜଣେ ଉଦ୍ଧାର ସୁନ୍ଦରଗଡ଼/ବାଲିଶଙ୍କରା(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ଘୋଘର ନିକଟ ଇବ୍‌ନଦୀର ଚର୍ଚ୍ଚିତ ଦର୍ଶନୀୟ ସ୍ଥାନ କନାକୁଣ୍ଡରେ ପୁଣି ଅଘଟଣ। ବୁଲିବାକୁ ଯାଇ କନାକୁଣ୍ଡରେ ଝାରସୁଗୁଡ଼ାର ୨ ଜଣ ଭାସିଯାଇ ନିଖୋଜ, ଜଣେ…

୨୧୪ ତମ ଲୁଇସ୍ ବ୍ରେଲିଙ୍କ ଜନ୍ମ ଜୟନ୍ତୀ ପାଳିତ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ "ସମର୍ଥ" କାର୍ଯ୍ୟାଳୟ ପରିସରରେ ବିଶ୍ଵ ବ୍ରେଲି ଦିବସ ତଥା ବ୍ରେଲି ଲିପିର ପ୍ରତିଷ୍ଠାତା ଲୁଇସ୍ ବ୍ରେଲଙ୍କ ୨୧୪ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସମର୍ଥ ଅନୁଷ୍ଠାନ ପକ୍ଷରୁ…

ଗାନ୍ଧୀଙ୍କୁ ମହାତ୍ମା ହେବାପାଇଁ ପ୍ରେରିତ କରିଥିଲା ଓଡିଶା : ରାଜ୍ୟପାଳ

ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ପୂଣ୍ୟତିଥି ତଥା ତ୍ରୟୋଦଶ ଗାନ୍ଧୀ ସ୍ମାରକୀ ବକ୍ତୃତାମାଳା ଭାରତୀୟଙ୍କ ମନରୁ ଭୟକୁ ଦୂର କରିଥିଲେ ଗାନ୍ଧିଜୀ : ଜଷ୍ଟିସ ଦୀପକ ମିଶ୍ର ଆକୃତିରେ କ୍ଷୁଦ୍ର ଆଉ ପ୍ରକୃତିରେ ମହାନ ଥିଲେ ସ୍ବର୍ଗତ ରାଜ କିଶୋର ନାୟକ: ପ୍ରଫେସର ସଂଘମିତ୍ରା ମିଶ୍ର…

ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ଏବଂ ସାଏଭସ୍ ର ମିଳିତ ଆନୁକୂଲ୍ୟରେ ସାଏଭସ୍ ଇକୋ-ଆଚିଭର୍ସ କୁଇଜ୍

ଭୁବନେଶ୍ୱର: ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ଏବଂ ଦେଶର ପ୍ରମୁଖ ପ୍ରକୃତି ତଥା ବନ୍ୟଜନ୍ତୁ ପତ୍ରିକା ସାଏଭସ୍ ର ମିଳିତ ଆନୁକୂଲ୍ୟରେ ଟାଟା ମୋଟର୍ସଙ୍କ ସହଯୋଗରେ ଡିସେମ୍ବର 18 ରବିବାର ଦିନ ସାଭସ୍ ଇକୋ-ଆଚିଭର୍ସ କୁଇଜ୍ ୨୦୨୨-୨୦୨୩ ର ସପ୍ତମ ଭୁବନେଶ୍ୱର ସଂସ୍କରଣ କିଟ ଇଣ୍ଟରନ୍ୟାସନାଲ ସ୍କୁଲ…

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ

୩ଟି ଏକାଡେମିକ ବ୍ଲକ ଓ ଭାସ୍କର୍ଯ୍ୟ ଉଦ୍ୟାନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ: ପୁସ୍ତକ ଲୋକାର୍ପିତ ଭୁବନେଶ୍ବର,: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି…