ସମ୍ବଲପୁରରେ ହୋଇଥିବା ସାମ୍ପ୍ରଦାୟୀକ ଦଙ୍ଗାରେ ରାଜ୍ୟ ସରକାରଙ୍କ ବିଫଳତା ଜଳଜଳ : ମନମୋହନ ସାମଲ
ସମ୍ବଲପୁରର ଦଙ୍ଗା ବିରୋଧରେ ହୋଇଥିବା ୧୨ ଘଂଟିଆ ବିକ୍ଷୋଭକୁ ଅଭୁତପୂର୍ବ ଜନସମର୍ଥନ
ବିଜେପିର ପ୍ରତିନିଧିମଣ୍ଡଳୀକୁ ରୋକିବା ପାଇଁ ପୋଲିସ ଉପରେ କିଏ ଚାପ ପକାଇଥିଲେ ଏହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ
କେନ୍ଦ୍ର ଗୃହମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ସତର୍କ କରିଥିଲେ,…