ଏସବିଆଇ ଜେନେରାଲ ପକ୍ଷରୁ ସମ୍ପୂର୍ଣ୍ଣ କଷ୍ଟମାଇଜେବଲ, ଡିଜିଟାଲ-ଓନଲି ସ୍ୱାସ୍ଥ୍ୟ ଉତ୍ପାଦ ‘ହେଲଥ ଏଜ ଇନସୁ୍ୟରାନ୍ସ’ର…
ମୁମ୍ବାଇ: ଭାରତର ଅନ୍ୟତମ ପ୍ରମୁଖ ଜେନରାଲ ବୀମାକାରୀ ଏସବିଆଇ ଜେନେରାଲ ଇନସୁରାନ୍ସ ପକ୍ଷରୁ ସଂପୂର୍ଣ୍ଣ କଷ୍ଟମାଇଜେବଲ ଡିଜିଟାଲ ସ୍ୱାସ୍ଥ୍ୟ ଉତ୍ପାଦ ‘ହେଲଥ ଏଜ ଇନସୁ୍ୟରାନ୍ସ’ର ଶୁଭାରମ୍ଭ କରିବାକୁ ଘୋଷଣା କରାଯାଇଛି । ୯ ଟି ମୌଳିକ କ୍ଷତିପୂରଣ କଭର ଏବଂ ୧୮ ଟି ଇଛାଧୀନ କଭର ସହିତ ପଲିସି ଏକ…