ସ୍ବର୍ଗତ ନବ ଦାସଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

https://youtu.be/WCXGAjFXJKo ଭୁବନେଶ୍ୱର : ଗତକାଲି ଜଣେ ପୋଲିସ ଏଏସଆଇଙ୍କ ଗୁଳିରେ ପ୍ରାଣ ହରାଇଥିବା ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆଜି ସରକାରୀ ବାସଭବନକୁ ଯାଇ ସ୍ଵର୍ଗତ ଶ୍ରୀ ଦାସଙ୍କୁ ଜଣାଇଲେ…

ସମାଜ ସଂସ୍କାରର ମାଧ୍ୟମ ରାସ ସଂକୀର୍ତ୍ତନ

-କୃଷ୍ଣଲୀଳା ଲୋକନୃତ୍ୟସଙ୍ଘର ବାର୍ଷିକ ଉତ୍ସବ - ୩୭ ଅଭିଜ୍ଞ କଳାକାର ଙ୍କୁ ରାସ ରତ୍ନ ସମ୍ମାନ କେନ୍ଦୁଝର(ପାର୍ଥ ସାରଥି ଷଡ଼ଙ୍ଗୀ): ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ସାକ୍ଷାତ ଭଗବାନ ପରମେଶ୍ବର ପରଂବ୍ରହ୍ମ ଅଟନ୍ତି। ଶ୍ରୀକୃଷ୍ଣ ଙ୍କ ଚରଣ ରୁ ହିଁ ଭକ୍ତି ମନ୍ଦାକିନୀ ସୁଧାନିର୍ଝର…

ଜୈନ ଶ୍ୱେତାମ୍ବର ତେରପନ୍ଥ ଧର୍ମ ସଂଘ ର ୧୫୯ତମ ମର୍ଯ୍ୟାଦା ମହୋତ୍ସବ

https://youtu.be/gJB8Hmqy0I4 ନବରଙ୍ଗପୁର/ଅଶୋକ ସାହୁ: ଜୈନ ଶ୍ୱେତାମ୍ବର ତେରପନ୍ଥ ଧର୍ମ ସଂଘ ର 159 ତମ ମର୍ଯ୍ୟାଦା ମହୋତ୍ସବ ମୁନି ଶ୍ରୀ ରମେଶ କୁମାର ଜୀ ଙ୍କ ସାନିଧ୍ୟ ରେ ତେରପନ୍ଥ ସଭା ନବରଙ୍ଗପୁରର ତତ୍ତ୍ୱାବଧାନରେ ଆୟୋଜିତ ହୋଇଯାଇଛି | ଏ ଅବସରରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ…

ଗଜପତି ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା , ମାନ୍ୟବର…

ପ୍ରଜ୍ଞାନ ମିଶନ ପକ୍ଷରୁ ଦ୍ଵିତୀୟ ରାଜ୍ୟସ୍ତରୀୟ ଗୀତା ଜ୍ଞାନ ପରୀକ୍ଷା

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗୀତା ସୁଗୀତା କର୍ତ୍ତବ୍ୟା ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଦ୍ଵିତୀୟ ରାଜ୍ୟସ୍ତରୀୟ ଗୀତା ଜ୍ଞାନ ପରୀକ୍ଷା ଶ୍ରୀ ସତ୍ୟସାଇ ବିଦ୍ୟା ବିହାର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି ଜିଲ୍ଲାର ବିଭିନ୍ନ ବିଭାଗରେ ଭାଗ ନେଇ ଥିବା ଛାତ୍ରଛାତ୍ରୀ ମାନେ…

୧୯୮୫ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ ଅନୁଷ୍ଠିତ

"ବଡ ମଣିଷ ନୁହେଁ, ଭଲ ମଣିଷ ହେବା" ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ କୁମ୍ଭିଆପଲ୍ଲୀ ପିମିଟ ଆବାସିକ କଲେଜ ପରିସର ମଧ୍ୟରେ ଦୀର୍ଘ ୩୭ ବର୍ଷର ବ୍ୟବଧାନ ପରେ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ଓଡ଼ଗାଁର ୧୯୮୫ ମସିହା ମାଟ୍ରିକ ବ୍ୟାଚର ୬୦ରୁ ଉର୍ଦ୍ଧ୍ବ ଛାତ୍ର ମାନଙ୍କୁ ନେଇ…

ବିଶିଷ୍ଟ ଶିକ୍ଷାବିତ ଡକ୍ଟର ସତ୍ୟାନନ୍ଦ ପଣ୍ଡାଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଡକ୍ଟର ସତ୍ୟାନନ୍ଦ ପଣ୍ଡା ମେମୋରିଆଲ ଟ୍ରଷ୍ଚ ତରଫରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ: ମୋଟ 21 ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଝିମାଣୀ- ଜଗତସିଂହପୁର ଅଂଚଳର ବିଶିଷ୍ଟ ଶିକ୍ଷାବିତ, ସଂଗଠକ, ସମାଜସେବୀ ଡକ୍ଟର ସତ୍ୟାନନ୍ଦ ପଣ୍ଡାଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ପାଳିତ…

କିଟ୍‍ ଓ କିସ୍‍ ପକ୍ଷରୁ ମିନି ମାରାଥନ୍‍ : ଶିକ୍ଷା ପାଇଁ ସାରା ବିଶ୍ୱରେ ଲକ୍ଷେ ଲୋକ ଦୌଡ଼ିଲେ

ଭୁବନେଶ୍ୱର: କିଟ୍‍ ଓ କିସ୍‍ ପକ୍ଷରୁ ରବିବାର ଏକ ମିନି ମାରାଥନ୍‍ ଅନୁଷ୍ଠିତ ହୋଇଯାଇଛି । ଏହି ମିନି ମାରାଥନ୍‍ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ୩୦ ଜିଲ୍ଲା ସଦର ମହକୁମାକୁ ମିଶାଇ ୩୫ଟି ସ୍ଥାନରେ ଆୟୋଜିତ ହୋଇଥିବାବେଳେ ଭାରତର ୨୫ଟି ସହର ଓ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା,…

ରାଜ୍ୟ ସମ୍ମାନର ସହ ସମ୍ପନ୍ନ କରାଯିବ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅନ୍ତିମ କୃତ୍ୟ

ରାଜ୍ୟବ୍ୟାପୀ ତିନିଦିନ ସରକାରୀ ସାଂସ୍କୃତିକ କାର୍ଯ୍ୟକ୍ରମ ହେବନି ଭୁବନେଶ୍ୱର : ଆଜି ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅନ୍ତିମ କୃତ୍ୟ ରାଜ୍ୟ ସମ୍ମାନର ସହ ସମ୍ପନ୍ନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି | ଏହୁ କ୍ରମରେ ତାଙ୍କ ମୃତ୍ୟ ଦିବସରେ…

ସୋଆ ଏବଂ ଲାଇଭ୍‌ଲିହୁଡ ଅଲ୍ଟରନେଟିଭ୍‌ର ମିଳିତ ସହଯୋଗରେ ଓଡ଼ିଶା ଚାଷୀଙ୍କ ଗୁଜୁରାଟ ପରିଦର୍ଶନ

ଭୁବନେଶ୍ୱର, : କୃଷି ଓ କୃଷକଙ୍କୁ ସ୍ୱାବଲମ୍ବୀ କରିବା ସହ କୃଷି କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନସନ୍ଧାନ (ସୋଆ) ଏବଂ ଲାଇଭଲିହୁଡ୍ ଅଲ୍ଟରନେଟିଭ୍‌ର ମିଳିତ ସହଯୋଗରେ ଗୁଜୁରାଟ ପରିଦର୍ଶନରେ ଯାଉଥିବା ଓଡ଼ିଶାର ଅଗ୍ରଣୀ ଚିନାବାଦାମ ଚାଷୀଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ…