“ପଦାରେ ପଡିଗଲା ବିଜେପିର ଷଡ଼ଯନ୍ତ୍ର”
କଥିତ ମଦ ଘୋଟାଲାରେ ବିଜେପିକୁ କୋର୍ଟ ପକ୍ଷରୁ ଶକ୍ତ ଧକ୍କା ।
ଭୁବନେଶ୍ୱର : ଗତ ୬ ତାରିଖରେ ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟର ବିଚାରପତି ଯାହା କହିଛନ୍ତି ତାହା ବିଜେପି ପକ୍ଷରୁ ବର୍ଷାଧିକ କାଳ ଆମ୍ ଆଦ୍ମୀ ପାର୍ଟିକୁ ବଦନାମ କରିବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରକୁ ପଦାରେ ପକାଇ ଦେଲା ବୋଲି…