ବହୁ ପ୍ରତିକ୍ଷିତ ୧୧ନ ୱାର୍ଡ ରାସ୍ତା କାମ ନେଇ ଆରମ୍ଭ ହେଲା ସରକାରୀ ପ୍ରକିୟା
ବାସୁଦେବପୁର - ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନ ୧୧ ରେ ଚୌଧୁରୀ ସାହି ପାଖାପଖି ଯାଇଥିବା ରାସ୍ତା କାମ ନେଇ ବହୁ ଆଗରୁ ଦାବି ହୋଇ ଆସୁଥିଲା। ଏ ନେଇ ଗଣ ମାଧ୍ୟମ ରେ ଖବର ମଧ୍ୟ ପ୍ରକାଶ ପାଇଥିଲା। ଦାବି ଗୁଡ଼ିକୁ ଗ୍ରହଣ କରି ଆରମ୍ଭ ହୋଇଛି ସରକାରୀ ପ୍ରକିୟା। ସରକାରୀ ଜମି ଓ…