ଜିଲ୍ଲାସ୍ତରୀୟ ସମବାୟ ଵ୍ୟାଙ୍କି ସେବା ଓ ଋଣ କର୍ମଶାଳା

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଜି ଅପରାହ୍ନରେ ସାରଳା ଦାସ ସଂସ୍କୃତି ଭଵନଠାରେ ସମବାୟ ବିଭାଗ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ୬ ଲକ୍ଷ ପଚାଶ ହଜାର ଉର୍ଦ୍ଧ ଖୁଦ୍ର ଓ ନାମମାତ୍ରା ଚାଷୀଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ପ୍ରଦାନ, ଯୁଗ୍ମଦେୟ ଗୋଷ୍ଠୀ…

ରାଜ୍ୟର ଯୁବବର୍ଗଙ୍କୁ ବିଶ୍ୱସ୍ତରୀୟ ଶ୍ରମଶକ୍ତିରେ ସାମିଲ କରିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର…

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ବଜେଟ ୨୦୨୩-୨୪ର ମୁଖ୍ୟାଂଶ ଭୁବନେଶ୍ୱର,: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଗୁଣାତ୍ମକ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ମାନବ ସମ୍ବଳ ସାମର୍ଥ୍ୟକୁ ପୋଷଣ ଓ ସୁଦୃଢ଼ କରିବାର ଦାୟିତ୍ୱ ବହନ କରିଛି । ରାଜ୍ୟର ଯୁବବର୍ଗଙ୍କୁ ବୈଷୟିକ ଭାବେ ସକ୍ଷମ…

ଫିଲିପ୍ସ ଏଜୁକେସନ୍ ସହିତ ସୋଆର ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର ,୧୪/ ୦୩ : ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଶିଳ୍ପ କ୍ଷେତ୍ରର ବିଭିନ୍ନ ସମସ୍ୟା ସହ ପରିଚିତ ହେବା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନଭି ମୁମ୍ବାଇସ୍ଥିତ ଫିଲିପ୍ସ ଏଜୁକେସନ୍‌, ଫିଲିପ୍ସ ମେସିନ୍ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସହିତ ଏକ ବୁଝାମଣା ପତ୍ର…

ମାର୍ଚ୍ଚ ୧୬ ରୁ ୧୯ ମଧ୍ୟରେ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର ,୧୪/ ୦୩ : ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବ ଦିଗକୁ ଅପରଏୟାର ଟ୍ରଫ୍…

ବିରୋଧୀ ଦଳ ନେତାଙ୍କୁ ଲାଗିଛି୫-ଟି ଭୂତ : ବିଜେଡି

 ପ୍ରତିଦିନ ପାଗଳଙ୍କ ଭଳି ପ୍ରଳାପ କରି ଲୋକହସା ହେଉଛନ୍ତି  ୫-ଟି କ’ଣ ବୁଝିବାର ସାମର୍ଥ୍ୟ ନାହିଁ ନା ବୁଝି ଅବୁଝା ହେଉଛନ୍ତି ?  ୫-ଟି ହେଉଛି ଓଡ଼ିଶା ବିକାଶର ବିଚାରଧାରା ଏବଂ ଏକ ପ୍ରଗତିଶୀଳ ଆନ୍ଦୋଳନ ଭୁବନେଶ୍ୱର: ବିରୋଧୀଦଳ ନେତା ମାନସିକ ଭାରସାମ୍ୟ ହରାଇଥିଲେ…

ବଡ଼ ବ୍ୟବଧାନ ରେ ଜିତିବ ବିଜେଡି :- ସୁଶାନ୍ତ ସିଂ

ଅତାବିରା ଏନ ଏ ସି ନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ମାନଙ୍କର ନାମାଙ୍କନ ଦାଖଲ ଅଧ୍ୟକ୍ଷ ପଦ ପାଇଁ ବନମାଳୀ ବରିହା ଦାଖଲ କଲେ ନାମାଙ୍କନ ବରଗଡ :-ଵେଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନ ପାଇଁ ପ୍ରଥମ ଦଳଭାବେ ଆଜି ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ନାମାଙ୍କନ…

ବେଆଇନ ବନ୍ଧୁକ କାରଖାନା ଠାବ

ନୟାଗଡ଼,୧୪/୩:ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ଝୋଲା ଫାଣ୍ଡି ଅଞ୍ଚଳରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି। ଘଟଣାସ୍ଥଳରୁ ୪ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ପୁଲିସ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ା ଝୋଲା ଫାଣ୍ଡି ଅଧିନସ୍ଥ…

ବେଦାନ୍ତ ଆଲୁମିନିୟମ ଓ ଡାଲମିଆ ସିମେଣ୍ଟ ସହଯୋଗୀତାରେ ସ୍ୱଳ୍ପ କାର୍ବନ ସିମେଣ୍ଟ ଉତ୍ପାଦନ ହେବ

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଡାଲମିଆ ସିମେଣ୍ଟସହିତ ଫ୍ଲାଏ ଆଶ ପାଉଁଶ ଭଳି ଶିଳ୍ପ ବଜୟ୍ୟବସ୍ତୁ ଯୋଗାଣ ପାଇଁ ଦୀର୍ଘଦିନ ହେଲା ସହଯୋଗିତା କରି ଆସୁଛି ଓ ସ୍ୱଳ୍ପ ଅଙ୍ଗାରକାମ୍ଳ ସିମେଣ୍ଟଉତ୍ପାଦନ ପାଇଁ ପଟ ଲାଇନିଂ ଖର୍ଚ୍ଚ କରୁଛି । ଏହି ସହଭାଗୀତା…

“ଇଣ୍ଡିଆନ ରୁରାଲ ୱେଲଫେୟାର ଟ୍ରଷ୍ଟ” ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ

https://www.youtube.com/watch?v=w3q9KsfYI-I କଟକ: କଟକ ସିଡିଏସ୍ଥିତ ମଙ୍ଗଳା ସାଇ ଠାରେ "ଇଣ୍ଡିଆନ ରୁରାଲ ୱେଲଫେୟାର ଟ୍ରଷ୍ଟ" ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ରବିବାର ଦିନ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଶତାୟୁ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶତାୟୁ ମହାବିଦ୍ୟାଳୟ ତଥା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସାଧାରଣ ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…