ନୟାଗଡ଼ ଜିଲ୍ଲାପାଳଙ୍କ ଓଡ଼ଗାଁ ବ୍ଳକ ଗସ୍ତ: ୫ଟି ଅଧୀନରେ କାର୍ଯ୍ୟରତ ୧୩ ମଡେଲ ହାଇସ୍କୁଲ କଲେ ତଦାରଖ

ଓଡ଼ଗାଁ, ୧୫।୩ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାପାଳ ଓଡ଼ଗାଁ ଗସ୍ତରେ ଆସି ୫ଟି ଯୋଜନାରେ ଅନ୍ତର୍ଭୁକ୍ତ ୧୫ରୁ ୧୩ ଗୋଟି ମଡେଲ ହାଇସ୍କୁଲର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ଏବଂ ପ୍ରତ୍ୟେକ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟରେ ଉପସ୍ଥାପନ ସମ୍ପର୍କରେ ପଚାରି…

9 ଦଫା ଦାବି ନେଇ ବାଣପୁର ଡ୍ରାଇଭର ସଂଘ ରାଜରାସ୍ତାରେ

 ବାଣପୁର/ଖୋର୍ଦ୍ଧା:-(ସେକ୍ କୌସର) ଓଡିଶା ଡ୍ରାଇଭର ମହାସଂଘ ଶାଖା ବାଣପୁର ବ୍ଲକ ଡ୍ରାଇଭର ସଂଘ ସଭାପତି ବନମାଳୀ ପରିଡା ଙ୍କ ନେତୃତ୍ୱରେ ସହ ସହ ସଂଖ୍ୟାରେ ସ୍ଟେରିଙ୍ଗ ଛାଡି ଆନ୍ଦୋଳନରେ ହେଲେ ସାମିଲ | ଡ୍ରାଇଭର ଏପରିକି କିଛି ଦୃଶ୍ୟ  ଦେଖିବାକୁ ମିଳିଛି  16 ନମ୍ବର ଜାତୀୟ ରାଜପଥର ବାଣପୁର…

ଗ୍ରାହକ ଅଧିକାର ସୁରକ୍ଷା କମିଟି ପକ୍ଷରୁ “ବିଶ୍ଵ ଗ୍ରାହକ ଅଧିକାର ସୁରକ୍ଷା ଦିବସ” ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ରଣଦେଇ ଗ୍ରାମ ଠାରେ ଗ୍ରାହକ ଅଧିକାର ସୁରକ୍ଷା କମିଟି , ଗଜପତି, ପକ୍ଷରୁ "ବିଶ୍ଵ ଗ୍ରାହକ ଅଧିକାର ସୁରକ୍ଷା ଦିବସ" ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମଟି ଜିଲ୍ଲା ସମ୍ପାଦକ ଶ୍ରୀ ରୋକମ୍ ଲୋକାନଥଙ୍କ…

TPSODL ର ପାରଳାଖେମୁଣ୍ଡି ଡିଭିଜନ ତରଫରୁ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୫୨ ତମ ଜାତୀୟ ସୁରକ୍ଷା ସପ୍ତାହ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ TPSODL ପାରଳାଖେମୁଣ୍ଡି ଡିଭିଜନ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହେଇଥିଲା। ଏଥିରେ ମୁଖ୍ୟ ଅଥିତି ଭାବେ ଗଜପତି ଜିଲ୍ଲାର CDMO & PHO ଡାକ୍ତର ପି…

“ଧର୍ମେନ୍ଦ୍ରଙ୍କ ଇସାରା କାହାକୁ : କୌରବ କିଏ, ଭୀଷ୍ମ ଦ୍ରୋଣ କିଏ ଆଉ ଦ୍ରୌପଦୀ କିଏ | କିଏ କାହାର କରୁଛି ଚିର…

https://youtu.be/oUpW3xQOMG8 କୁରୁସଭା ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ କହିଲେ "ଓଡ଼ିଶାରେ ହଜାର ହଜାର  ଭୀଷ୍ମ, ଦ୍ରୋଣଚାର୍ଯ୍ୟ ଓ କୃପାଚାର୍ଯ୍ୟ ଅଛନ୍ତି " |  ହେଲେ ଏବେ ଚର୍ଚା "ଧର୍ମେନ୍ଦ୍ରଙ୍କ ଇସାରା କାହାକୁ : କୌରବ କିଏ, ଭୀଷ୍ମ ଦ୍ରୋଣ କିଏ ଆଉ…

ଶିକ୍ଷାର ଗୁଣବତା ବୃଦ୍ଧିକୁ ନେଇ ସୋଆ ଏବଂ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର , ୧୫/ ୦୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଏବଂ କଟକ ସ୍ଥିତ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଇନ୍‌ଟର୍ଣ୍ଣସିପ୍‌ର ସୁଯୋଗ, ଫ୍ୟାକଲ୍ଟି ଏବଂ ଷ୍ଟାଫ୍ ଡେଭଲପ୍‌ମେଂଟ କାର୍ଯ୍ୟକ୍ରମ ଏବଂ…

ଟାଟା ପାୱାର ସଦର୍ଣ୍ଣ ଓଡିଶା ବିତରଣ ଲିମିଟେଡ଼ ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜିତ

ବ୍ରହ୍ମପୁର: ଟାଟା କମ୍ପାନୀର ପ୍ରତିଷ୍ଠାତା ଜେ. ଏନ. ଟାଟାଙ୍କ ଜୟନ୍ତୀ ଅବସରରେ ବ୍ରହ୍ମପୁରର କର୍ପୋରେଟ କାର୍ଯ୍ୟାଳୟ ଓ ଜୟପୁରର ସାର୍କୀଲ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ସମୁଦାୟ ୧୭୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା, ସେଥିମଧ୍ୟରୁ ବ୍ରହ୍ମପୁରରେ ୧୨୩ ୟୁନିଟ ଓ…

ସି ଆଇ ଟି ୟୁ ନେତୃତ୍ୱରେ ପରିବହନ ଶ୍ରମିକଙ୍କ ରାଜ୍ୟବ୍ୟାପୀ ପ୍ରତିବାଦ ବିକ୍ଷୋଭ ଓ ଧାରଣା, ରାଉରକେଲା ପରିବହନ ଶ୍ରମିକ…

ରାଉରକେଲା (ବସନ୍ତ କୁମାର ଜେନା): ଅଲ୍ ଇଣ୍ଡିଆ ଟ୍ରାନ୍ସପୋର୍ଟ ଓରକର୍ସ ଫେଡେରେସନ୍ ( ସି ଆଇ ଟି ୟୁ) ଡାକରା ରେ ପରିବହନ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ଦେଶବ୍ୟାପୀ ମାର୍ଚ୍ଚ ୧୩ ରୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପ୍ରତିବାଦ ଧାରଣ ଓ ବିକ୍ଷୋଭ କାର୍ଯ୍ୟକ୍ରମ ସଂଗଠିତ…

ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଘୁ ଉଦୟଗିରି ଠାରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଆଜି ଘୁ.ଉଦୟଗିରି ଠାରେ ଷ୍ଟେରିଙ୍ଗ ଛାଡ଼,ଚକା ବନ୍ଦ ଆନ୍ଦୋଳନ ୧୦ ଦଫା ଦାଵୀ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଓଡ଼ିଶା ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପୀ ଧର୍ମଘଟ ଆନ୍ଦୋଳନ ଆରମ୍ଭ କରିଛି । ଏହାର ପ୍ରଭାବ…

ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ପ୍ରସ୍ତୁତି ବୈଠକ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଅଛି l ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀ କହିଲେ ଆସନ୍ତା ଏପ୍ରିଲ ୧ ତାରିଖରେ ଜିଲ୍ଲାସ୍ତରୀୟ ଉତ୍କଳ…