ଆଧୁନିକ ଜ୍ଞାନକୌଶଳରେ ବିଦ୍ୟୁତ୍ ସଂଚରଣ କରି ଓପିଟିସିଏଲ୍ ଜନସାଧାରଣଙ୍କର ଅଧିକ ଆସ୍ଥାଭାଜନ ହେଉ- ମୁଖ୍ୟ ଶାସନ ସଚିବ
ଓଡିଶା ବିଦ୍ୟୁତ ଶକ୍ତି ସଂଚରଣ ନିଗମ ଲିଃ.ର ଅଷ୍ଟଦଶ ପ୍ରତିଷ୍ଠା ଦିବସ ପାଳିତ ।
ଭୁବନେଶ୍ୱର : ଓଡିଶା ବିଦ୍ୟୁତ ଶକ୍ତି ସଂଚରଣ ନିଗମ ଲିଃ.ର ୧୮ତମ ପ୍ରତିଷ୍ଠା ଦିବସଶନିବାର ସଂଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି । ରମାଦେବୀ ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟପ୍ରେକ୍ଷାଳୟରେ…