ସାମ୍ବାଦିକ ଭବନରେ ରକ୍ତଦାନ ଶିବିର ଆୟୋଜିତ

ନୟାଗଡ଼,୯/୪: ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସାମ୍ବାଦିକ ସଂଘ ପକ୍ଷରୁ ଆଜି ଆୟୋଜିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଓ ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି ଆନୁଷ୍ଠାନିକ ଭାବେ ଏହି ରକ୍ତଦାନ ଶିବିରକୁ ଉଦଘାଟନ…

“ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୨’: ଗଞ୍ଜାମ ଜିଲ୍ଲା ଦେଶର “ଶ୍ରେଷ୍ଠ ଜିଲ୍ଲା ପରିଷଦ’ ଏବଂ…

ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲା ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବ ନେଇ ଆସିଛିା ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ଘୋଷିତ "ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୨'ରେ ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ (ଜିଲ୍ଲା ପଞ୍ଚାୟତ) ଓ ହିଞ୍ଜିଳିକାଟୁ ଦେଶର ୬୬୧୨ଟି…

ନବ ଦାସ ହତ୍ୟାକାଣ୍ଡକୁ ନେଇ ଅବାନ୍ତର ମନ୍ତବ୍ୟ ଦେଉଛନ୍ତି ବିଜେପି ନେତା: ବିଜେଡି

 ଏଭଳି ହୀନ ମନ୍ତବ୍ୟ ଦେବା ପୂର୍ବରୁ ଲଜ୍ଜା ଲାଗିବା କଥା  ରାଜନୀତିରେ ମର୍ଯ୍ୟାଦା ରକ୍ଷା ନକଲେ ବାରମ୍ବାର ପ୍ରତ୍ୟାଖ୍ୟାତ ହେବେ ଭୁବନେଶ୍ୱର, ୦୮/୦୪/୨୦୨୩: ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଭଳି ସ୍ପର୍ଶକାତର ବିଷୟକୁ ନେଇ ପୁଣିଥରେ ଜଣେ ବିଜେପି ନେତା ଅରୁଚିକର, ଅବାନ୍ତର ଏବଂ…

ବଜ୍ରପାତରେ ୩ ମୃତ, ୫ ଆହତ

ବାରିପଦା,/ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସି ଅନ୍ତର୍ଗତ ୧୫ ନଂ ୱାର୍ଡ ଅଙ୍କୁରାରେ ଏପ୍ରିଲ ୮ ଅପରାହ୍ନ ୩ଟାରେ ବଜ୍ରପାତ ହେବା ଯୋଗୁଁ ୩ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୫ ଆହତ ହୋଇଥିବାର ଜଣାପଡ଼ିଛି । ଅଙ୍କୁରା ଗ୍ରାମର ମୁକ୍ତା ମୁଣ୍ଡା ନାମ୍ନୀ ମହିଳାଙ୍କ ଆଜି…

ସୋଆରେ ଜି-୨୦ ପ୍ରେସିଡେନ୍ସି ଅଧ୍ୟକ୍ଷତା ପାଳନ ପରିପ୍ରେକ୍ଷୀରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ଏପ୍ରିଲ୍ ୮: ଭାରତରେ ଜି-୨୦ ଅଧ୍ୟକ୍ଷତା ଉପଲକ୍ଷେ ଓଡ଼ିଶାରେ ଏକ ମାସ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବା ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସୋଆ କ୍ୟାମ୍ପସ ୫ରେ ରୋଟାରୀ କ୍ଲବ ଖାରବେଳ-କଳିଙ୍ଗନଗର ଓ ସୋଆ…

ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ନାୟକ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ସମାଜସେବା କ୍ଷେତ୍ରରେ ଉଚ୍ଚକୋଟୀର ସେବା ଓ ଅବଦାନ ନିମନ୍ତେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ରୋଟାରୀ କ୍ଲବ ଖାରବେଳ, କଳିଙ୍ଗନଗର ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି |

ସମ୍ମମ୍‌ରେ ମେକାନିକାଲ୍ ଭେଂଟିଲେସନ୍ ସମ୍ପର୍କିତ ଜାତୀୟ କର୍ମଶାଳା ଉଦ୍‌ଘାଟିତ

ଭୁବନେଶ୍ୱର, ୦୮/୦୪: ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଶନିବାର ମେକାନିକାଲ୍ ଭେଂଟିଲେସନ୍‌କୁ ନେଇ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜାତୀୟ କର୍ମଶାଳାରେ ସାମିଲ ହୋଇଛନ୍ତି ଦେଶର ୭୩ ଜଣ ଡାକ୍ତର ଓ ଇନ୍‌ଟେନ୍ସିଭି୍‌ଷ୍ଟସ । ଏହି କର୍ମଶାଳାରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ…

ଆମେ ଜମିଦେଲୁ, ଆମ ଓଡ଼ିଆଙ୍କ ପାଇଁ ସ୍ଥାନ ନାହିଁ ଏମସରେ, ବାହାର ରାଜ୍ୟର ରୋଗୀଙ୍କୁ ଗୁରୁତ୍ୱ,ଓଡ଼ିଆ ହତାଦର”

ଆମେ ଜମିଦେଲୁ, ଆମ ଓଡ଼ିଆଙ୍କ ପାଇଁ ସ୍ଥାନ ନାହିଁ ଏମସରେ, ବାହାର ରାଜ୍ୟର ରୋଗୀଙ୍କୁ ଗୁରୁତ୍ୱ,ଓଡ଼ିଆ ହତାଦର" https://youtu.be/5Pc_I5oMQV4

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଦିଲ୍ଲୀରେ ଭେଟିଲେ ବିଜେପି ଜିଲ୍ଲା ଉପ ସଭାପତି ଉଦୟ ମଲ୍ଲିକ

ବାସୁଦେବପୁର ରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦାବି କଲେ  ବାସୁଦେବପୁର/ପ୍ରତାପ ପାଢ଼ୀ -ଭଦ୍ରକ ଜିଲ୍ଲା ବାସୁଦେବପୁର ର ଧାମରା ଏସିଆ ମହାଦେଶ ର ସର୍ବବୃହତ ଧାମରା ବନ୍ଦର ହୋଇଥିବା ବେଳେ ବାସୁଦେବପୁର ଅଞ୍ଚଳ ତଥା ଏଠାରେ ଭାରତ ପ୍ରସିଦ୍ଧ ରକ୍ତ ତ୍ରିର୍ଥ ଇରମ ଅଛି ଯେଉଁଠାରେ ସ୍ୱାଧୀନତା…