ବି.ଏମ୍.ସି. ୧୭ ନମ୍ବର ୱାର୍ଡରେ ଓଜେସିର ମହିଳା କର୍ମକର୍ତ୍ତା ସମ୍ମିଳନୀ
ଭୁବନେଶ୍ୱର, (୧୪.୧୧.୨୦୨୬); ଭୁବନେଶ୍ୱର ମହାନଗର ନିଗମର ୧୭ ନମ୍ବର ୱାର୍ଡରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏକ ମହିଳା କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ସ୍ଥାନୀୟ ଅଞ୍ଚଳରେ ଦଳର ସାଂଗଠନିକ ଶକ୍ତି ବୃଦ୍ଧି, ମହିଳା ସଂଗଠନକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା!-->…