ତୃତୀୟ ଦିନରେ ଓଡ଼ଗାଁ ଥଣ୍ଡର, ବ୍ଳାକ୍ ହଣ୍ଟର, ବିଷ୍ଟ ଇଲେଭେନ ଓ ଏସ୍ଆର୍ଏସ୍ସି ବିଜୟୀ,
ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬;
ଓଡ଼ଗାଁ, ୯।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬ର ତୃତୀୟ ଦିନରେ ଚାରିଟି ରୋମାଞ୍ଚକର ମ୍ୟାଚ ଅନୁଷ୍ଠିତ…