ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲା ପ୍ରତିନିଧି ଭାବେ ସାମ୍ବାଦିକ ରେଣୁ ବାଳା ବେହେରାଙ୍କ ପିତୃ ବଂଶୀଧର ମଣି ଙ୍କ ବିୟୋଗ ହୋଇଯାଇଛି।
ପିତା ସ୍ୱର୍ଗତ ବଂଶୀଧର ମଣି ଜଣେ ଧର୍ମ ପରାୟଣ , ମେଳାପି , ମିଷ୍ଟାଭାଷୀ ପର ଉପକାରି ଥିଲେ। ଶାନ୍ତ ସରଳ ଆଧ୍ୟାତ୍ମିକ ଲୋକ ଥିଲେ। ଅନ୍ତିମ ଦର୍ଶନରେ ପରିବାର ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ। ପୁରୀ ସ୍ଥିତ ସ୍ଵର୍ଗଦ୍ୱାର ରେ ଅନ୍ତିମ ସଂସ୍କାର ହୋଇଥିଲା। ପ୍ରକାଶ ଥାଉ କି ସ୍ୱର୍ଗତ ବଂଶୀଧର ମଣି ଗଜପତି ଜିଲ୍ଲା ର କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ବିବେକା ନନ୍ଦ ବେହେରାଙ୍କ ଶଶୁର ଅଟନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post