ତୃଟିପୂର୍ଣ୍ଣ ନିର୍ଦ୍ଦେଶନାମା ପ୍ରତ୍ୟାହାର ଏବଂ ତୁରନ୍ତ ପ୍ରମୋସନ ପାଇଁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦାବି

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ତୃଟିପୂର୍ଣ୍ଣ ନିର୍ଦ୍ଦେଶନାମା ପ୍ରତ୍ୟାହାର ତଥା ତୁରନ୍ତ ପଦୋନ୍ନତି ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟରେ ଦାବି କରାଯାଇଛି । ସୂଚନା…

ବାର ନମ୍ବର ୱାର୍ଡର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କର୍ପୋରେଟରଙ୍କ ଦ୍ୱାରା ସମୀକ୍ଷା

ଭୁବନେଶ୍ୱର /ଚକ୍ରଧର ମାଝୀ : ବାର ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ଜୟନ୍ତୀ ସାହୁ ୱାର୍ଡର ବିଭିନ୍ନ ଅଞ୍ଚଳ ଭ୍ରମଣ କରି ଉନ୍ନୟନମୂଳକ କାମ ଗୁଡିକର ସମୀକ୍ଷା କରିଛନ୍ତି l ଆଦିମାତା କଲୋନୀ, ସାମନ୍ତ ବିହାର, ଗଜପତି ନଗର ଓ ନ୍ୟୁ ଗଭର୍ନମେନ୍ଟ କଲୋନୀ ଅଞ୍ଚଳର ରାସ୍ତା , ଡ୍ରେନ୍ ,…

ଭରସାଯୋଗ୍ୟ ବିଜୁଳି ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଭ୍ରାମ୍ୟମାଣ ସବଷ୍ଟେସନ ମୂତୟନ

ବ୍ରହ୍ମପୁର: ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ସମସ୍ତ ସର୍କଲରେ ଏବେ ଭ୍ରାମ୍ୟମାଣ ସବଷ୍ଟେସନ ମୂତୟନ କରାଯାଇଛି । ଏହା ଫଳରେ ବିଭ୍ରାଟ ସମୟରେ ବିଜୁଳି ଯୋଗାଣ ସୁଗମ…

ସୁପ୍ରିମ୍ କୋର୍ଟ ନିଷ୍ପତିଙ୍କୁ ଆମ୍ ଆଦ୍‌ମୀ ପାର୍ଟି ର ସ୍ୱାଗତ

ଭୁବନେଶ୍ୱର : କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର LG ଏବଂ ଗୃହ ବିଭାଗ ମାଧ୍ୟମରେ ଦିଲ୍ଲୀ ସରକାରଙ୍କର ନ୍ୟାର୍ଯ୍ୟ ଅଧିକାରକୁ ସଙ୍କୁ୍ଚିତ କରି ଅରବିନ୍ଦ କେଜରିୱାଲ ଙ୍କର ସମସ୍ତ ଯୋଜନାକୁ ବାଧାପହଞ୍ଚାଉଥିଲେ । ଦିଲ୍ଲୀ ବାସୀଙ୍କ ଦ୍ଵାରା ନିର୍ବାଚିତ ସରକାର ନିଜର ଯୋଜନା ଏବଂ କାମକୁ…

ନିର୍ମାଣ ଶ୍ରମିକ ମାନଙ୍କୁ ପ୍ରାୟ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ନୂତନ ଭାବରେ ଶ୍ରମିକ କାର୍ଡ ପାଇଲେ 1000 ହିତାଧିକାରୀ ବରଗଡ :- ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀର ସୋହେଲା ଥରେ ଆଜି ରାଜ୍ୟ ସରକାର ଙ୍କର ଶ୍ରମ ବିଭାଗ ଓ ବରଗଡ଼ ଜିଲ୍ଲା ପ୍ରଶାସନ ଦ୍ୱାର ଆଜି ସୋହେଲା ଠାରେ ନିର୍ମାଣ ଶ୍ରମିକ ସଚେତନତା ଓ ସହାୟତା ସମାରୋହ ର ଆୟୋଜନ କରାଯାଇଥିଲା ।…

ଓଏସ୍ଏଲକୁ “ବର୍ଷ ୨୦୨୨-୨୩ର ଶ୍ରେଷ୍ଠ ଷ୍ଟିଭେଡୋର୍ସ’ ପୁରସ୍କାର

ଭୁବନେଶ୍ୱର: ଗୌରବ ଓ ପ୍ରଦର୍ଶନ ମୁକୁଟରେ ଆଉ ଏକ ପର ଯୋଡ଼ି ସର୍ବାଧିକ ପଣ୍ୟ ପରିବହନ କରିଥିବାରୁ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍ଏଲ୍)କୁ ପାରାଦୀପ ବନ୍ଦର କର୍ତୃପକ୍ଷ (ପିପିଏ) ସମ୍ମାନଜନକ “୨୦୨୨-୨୩ ବର୍ଷର ଶ୍ରେଷ୍ଠ ଷ୍ଟିଭେଡୋର୍ସ’ ପୁରସ୍କାର ପ୍ରଦାନ କରିଛନ୍ତି ।ଏକ ଭବ୍ୟ…

ଟ୍ରାନ୍ସଫରମିଂ ଓଡ଼ିଶା କନକ୍ଲେଭ-୨୦୨୩ର ଦ୍ୱିତୀୟ ସଂସ୍କରଣ ଆୟୋଜିତ ।

ସୂଚନା ପ୍ରଯୁକ୍ତି ବିଦ୍ୟା ପାଇଁ ପ୍ରଗତିଶୀଳ ନୀତି ଢାଞ୍ଚା ଓଡ଼ିଶାକୁ ଏକ ପ୍ରମୁଖ ଟେକ୍ନୋଲୋଜି ହବରେ ପରିଣତ କରିବାରେ ସହାୟକ ହୋଇଛି –ମୁଖ୍ୟମନ୍ତ୍ରୀ • ଓଡ଼ିଶାର ପ୍ରଗତିରେ ଶତମୁଖ ନିବେଶକ ଏବଂ ବୈଷୟିକ ବିଶେଷଜ୍ଞ • ଇ-ଗଭର୍ଣ୍ଣାନ୍ସ, ଇଲେକ୍ଟ୍ରୋନିକ୍ସ, ଆଇଟି କ୍ଷେତ୍ରରେ…

ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ସାରିବାକୁ ମନ୍ତ୍ରୀ ଶ୍ରୀ ଘଡେଇଙ୍କ ନିର୍ଦ୍ଦେଶ

ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପ ନେଇ ସମୀକ୍ଷା ବୈଠକ ଭୁବନେଶ୍ୱର,:ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡେଇା ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଘଡେଇ ଅଧ୍ୟକ୍ଷତା କରିବା ସହ କହିଲେ ଯେ ଧାର୍ଯ୍ୟ…

ବୃଦ୍ଧାବୃଦ୍ଧଙ୍କୁ ଡିଜିଟାଲ ଯନ୍ତ୍ରଣା

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲା କାଶୀପୁର ବ୍ଲକ ର ପୋଡ଼ାପାଡ଼ି ପଞ୍ଚାୟତ ର ଭତ୍ତାଧାରୀ ମାନେ ବ୍ୟାଙ୍କ ଓ ପଞ୍ଚାୟତ କୁ ଦୌଡ଼ି ଦୌଡ଼ି ନିରାଶ ହେଇ ଫେରୁଛନ୍ତି ,ଏହି ସବୁ ସରକାରୀ ଅଧିକାରୀ ମାନେ ଜାଣି ମଧ୍ୟ ଓଜଣା ହେଉଛନ୍ତି ପରିଣତ ବୟସରେ ଏଭଳି ଅବସ୍ଥା ଭୋଗିବାକୁ ପଡୁଛି। ଔଷଧ…

ଦୁବାଇରୁ ଓଡ଼ିଶା ଫେରିଲା ପ୍ରବାସୀ ଓଡ଼ିଆଙ୍କ ମୃତ ଶରୀର

ସହାୟତା ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର ଭୁବନେଶ୍ୱର: ଦୁବାଇରେ ପ୍ରାଣ ହରାଇଥିବା ପ୍ରବାସୀ ଓଡ଼ିଆଙ୍କ ମୃତଶରୀର ଓଡ଼ିଶା ଫେରାଇ ଆଣିଛି ଓଡ଼ିଶା-ମୋ ପରିବାର, ତା’ ସହିତ କମ୍ପାନୀ ପକ୍ଷରୁ କ୍ଷତିପୂରଣ ପାଇବାରେ ମଧ୍ୟ ପରିବାରକୁ ସାହାଯ୍ୟ କରାଯାଇଛି । ଗଞ୍ଜାମ ଜିଲ୍ଲା ମାର୍ଡାକୋଟ ରୁ ଜଣେ…