ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ୭୭ତମ ସ୍ୱାଧୀନତା ଦିବସ ପାଳିତ ।
ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ସମସ୍ତ ପୁର ପଲ୍ଲୀରେ ମହା ଆଡମ୍ବର ରେ ପାଳିତ ହେଇଯାଇଛି ୭୭ ତମ ସ୍ୱାଧୀନତା ଦିବସ । ଏହି ଅବସର ରେ ଅସ୍ତରଙ୍ଗ ବି ଜେ ଡି, କାର୍ଯା ଳୟ ଠାରେ,ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ,କଂଗ୍ରେସ ଅଫିଶି ଠାରେ ବ୍ଲକ ସଭାପତି…