ହର ଘର ତ୍ରିରଙ୍ଗା: ଖୋର୍ଦ୍ଧାରେ ଦେଶପ୍ରେମର ବାର୍ତ୍ତା ଦେଲା ଆଇଟିବିପିର ତ୍ରିରଙ୍ଗା ଶୋଭାଯାତ୍ରା
ଜାତୀୟ ଏକତା ଓ ଦେଶପ୍ରେମରେ ଏକାଠି ହେଲେ ହିମବୀର; ଜାତୀୟ ପତାକାର ମର୍ଯ୍ୟାଦା ରକ୍ଷା ପାଇଁ ଜନସାଧାରଣଙ୍କୁ ଆହ୍ୱାନ
ଖୋର୍ଦ୍ଧାରୁ (ସେକ ଜାଫର ):ଖୋର୍ଦ୍ଧା, ଅଗଷ୍ଟ ୧୪: ସ୍ୱାଧୀନତା ଦିବସ ପୂର୍ବରୁ ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ସମ୍ମାନର ଭାବନାରେ ଖୋର୍ଦ୍ଧା ସହର!-->!-->!-->!-->!-->…