ସ୍ୱାୟତ୍ତ ଶାସନ ଦିବସ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ

 ହିଞ୍ଜିଳିକାଟୁ/ରଜତ ପଟ୍ଟନାୟକ :  ଆସନ୍ତା ଅଗଷ୍ଟ ୩୧ଓ ସେପ୍ଟେମ୍ବର ୧ତାରିଖ ୨ଦିନ ଧରି ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ ହେବାକୁ ଯାଉଛି l ଏହି ଅବସର ରେ ହିଞ୍ଜିଳିକାଟୁ ର ସମସ୍ତ ବିଦ୍ୟାଳୟ ର ପିଲା ମାନଙ୍କୁ ନେଇ ୪ପ୍ରକାର ର ପ୍ରତିଯୋଗୀତା ହିଞ୍ଜିଳିକାଟୁ…

ରାଜ୍ୟ ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଗଣ ଆନ୍ଦୋଳନ ।

କେନ୍ଦ୍ରାପଡା:/ପ୍ରଫୁଲ କୁମାର ମଲ୍ଲ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅଧିନ କପାଳେଶ୍ବର ପଂଚାୟତର ଲୋକମାନଙ୍କ ନାନାବିଧ ସମସ୍ୟା, ଅପାରଗ ରାଜ୍ୟ ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରତିବାଦରେ ଏକ ଆନ୍ଦୋଳନ ପଂଚାୟତର ପୂର୍ବତନ ସରପଞ୍ଚ ତଥା ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ…

ଟିକିରି ପୋଲିସ କୁ ମିଳିଲା ବଡ ସଫଳତା ଚୋରି ସାମଗ୍ରି ଉଦ୍ଧାର ୨ ଗିରଫ।

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ -ଟିକିରି ପୋଲିସ କୁ ମିଳିଛି ବଡ ସଫଳତା | ଚୋରି ସାମଗ୍ରୀକୁ ଉଦ୍ଧାର କରିବା ସହ ଚୋରି ସାମଗ୍ରୀକୁ କିଣିଥିବା ଅଭିଯୋଗ ରେ ୨ଜଣ କୁ ଗିରଫ କରିଛି ଟିକିରି ପୋଲିସ । ଗିରଫ ହୋଇଥିବା ୨ ଜଣ କ ମଧ୍ୟରୁ ଲାପଟପ କିଣିଥିବା ଆନ୍ଦୁଗୁଡା ଗ୍ରାମର ସନ୍ତୋଷ ସାହୁ ଓ…

ବୁବୁଡାରେ ଝୁଲଣ ଯାତ୍ରା ଅନୁଷ୍ଠିତ :୧୦ ହଜାର ରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ

ପଦ୍ମପୁର :- " ଝୁଲଣ ଯାତ୍ରା ହେଉଛି ହିନ୍ଦୁ ଦେବତା କୃଷ୍ଣ ଏବଂ ଦେବୀ ରାଧାଙ୍କୁ ସମର୍ପିତ ଏକ ହିନ୍ଦୁ ପର୍ବ | ଏହା ଶ୍ରାବଣ ମାସରେ ଏକାଦଶୀ ରୁ ପୂର୍ଣିମା ମଧ୍ୟରେ ପାଳନ କରାଯାଏ ଯାହା ପାଗ ଗରମ, ଆର୍ଦ୍ର ଏବଂ ସାମାନ୍ୟ ପବନ ଥିବାବେଳେ ଭାରତରେ ମୌସୁମୀ ଅଧୀନରେ ପଡ଼େ " ରାଜବୋଡ଼ାସମ୍ବର ବ୍ଲକ…

ଓଡ଼ଗାଁ ଏନଏସି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଏନଏସି ଅନ୍ତର୍ଗତ ବିଭିନ୍ନ ୱାର୍ଡ ପରିଭ୍ରମଣ ସହିତ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଛନ୍ତି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ । "୫"ଟି ଯୋଜନା ଅନୁଦାନ ସହିତ ସାଂସଦ ଓ ବିଧାୟକ ପାଣ୍ଠିରୁ ହେବାକୁ ଥିବା ବିକାଶମୂଳକ କାର୍ଯ୍ୟ…

ମହିଳାଙ୍କୁ ରକ୍ତଦାନ କରି ବଦାନ୍ୟତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ନୂଆପଡ଼ା: ଜଣେ ୫୦ ବର୍ଷୀୟା ମହିଳା ରୋଗୀଙ୍କୁ ରକ୍ତଦାନ କରି ତାଙ୍କୁ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ନୂଆପଡ଼ା ଜିଲ୍ଲା କୋମଣା ବ୍ଲକ ଅନ୍ତର୍ଗତ ପେଣ୍ଡ୍ରାବନ ପଂଚାୟତ ଅଧିନସ୍ଥ ଚାନ୍ଦପଲା ଗ୍ରାମର ସୁରୁ ପୁଞ୍ଜି ନାମକ ଜଣେ ୫୦ ବର୍ଷୀୟା ବୃଦ୍ଧାମହିଳା ଗୁରୁତର…

ଶ୍ରାବଣ ଶେଷ ସୋମବାର : ବାବା ରାମେଶ୍ଵର ମନ୍ଦିର ରେ ଜଳାଭିଷେକ କଲେ କୁନି କୁନି କାଉଡିଆ l

ପଦ୍ମପୁର :- ଯୋଡା ଶ୍ରାବଣ ଶେଷ ସୋମବାର ରେ ସ୍ଥାନୀୟ ବଡବନ୍ଧ ସ୍ଥିତ ବାବା ରାମେଶ୍ଵର ଙ୍କ ମନ୍ଦିର ରେ କାଉଡିଆ ଙ୍କ ସମେତ ସହସ୍ର ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିବା ସହ ଜଳାଭିଷେକ କରି ଥିବାବେଳେ କୁନି କୁନି କାଉଡିଆ ମାନେ ପହଞ୍ଚିଥିଲେ ଜଳାଭିଷେକ ପାଇଁ l ଜୟ ଶିବଶମ୍ଭୁ, ବୋଲବମ, ଭୋଲେବାବା…

ଆରଆଇଏଲ ନିର୍ଦ୍ଦେଶକ ବୋର୍ଡରେ ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନିଙ୍କୁ ସାମିଲ ପାଇଁ ବୋର୍ଡର ସୁପାରିସ

ବୋର୍ଡରୁ ଇସ୍ତଫା ଦେବେ ନୀତା ଅମ୍ବାନି; ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ରହିବେ ଭୁବନେଶ୍ୱର: ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ଆର୍‌ଆଇଏଲ୍‌) ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କଂପାନିର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଇଶା ଅମ୍ବାନି, ଆକାଶ…

ଭଞ୍ଜନଗର ପ୍ରଶାସନର ମାନବୀୟ ତତ୍ପରତା, ସ୍ବପ୍ନାକୁ ଘରପଟ୍ଟା ପରେ ପରେ ୩୦ହଜାର ଟଙ୍କାର ସହାୟତା।

ଉଦୟନାଥ ପଣ୍ଡା (ଭଞ୍ଜନଗର):  ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ୫ଟି ସଚିବ ଭିକେ ପାଣ୍ଡିଆନ ,ଗତ ୨୬ ତାରିଖ ଶନିବାର ଦିନ ଭଞ୍ଜନଗରରେ ଆୟୋଜିତ ଅଭିଯୋଗ ଶୁଣାଣୀରେ ଯୋଗଦେଇଥିଲେ। ଏହି ଅଭିଯୋଗ ଶୁଣାଣୀରେ ଭଞ୍ଜନଗର ଠାରେ ପ୍ରାୟ ୪୨୦ରୁ ଉର୍ଦ୍ଧ ଅଭିଯୋଗ ପତ୍ର ଦାଖଲ ହୋଇଥିବା ବେଳେ,…

ଜନଜାଗୃତି ମଂଚ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ରେ ବିକ୍ଷୋଭ ଓ ବିଡ଼ିଓଙ୍କୁ ଦାବିପତ୍ର

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ୨୭ ଗୋଟି ପଂଚାୟତରେ ବହୁ ଯୋଗ୍ୟ ହିତାଧିକାରୀ କୁ ବିଭିନ୍ନ ସରକାରୀ ଯୋଜନାରୁ ବଂଚିିତ କରାଯାଉଛି ବୋଲି ଅଭିଯୋଗ ହୋଇଛି । ଫଳରେ ସେମାନଙ୍କର ସାମାଜିକ ସୁରକ୍ଷା ପ୍ରତି ଜନନେତା ଓ ପ୍ରଶାସନ…