ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କୁ ସମୀକ୍ଷା କଲେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ମହିଳା ସଶକ୍ତିକରଣ ଯୋଜନା ସମ୍ପର୍କରେ ମିଶନ ଶକ୍ତି ମାଆମାନଙ୍କ ସହିତ ଆଲୋଚନା କରିବା ସହ ବିଦ୍ୟାଳୟ କୁ ଯାଇ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ାଇଲେ l   (ମାହାଙ୍ଗା-ଶାସକ ପ୍ରଶାସକ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା…

ଓଡ଼ଗାଁ ବ୍ଲକ ପଞ୍ଚମ ସାଧାରଣ ଅଧିବେଶନ ଅନୁଷ୍ଠିତ

ଓଜନ କରି ଚାଉଳ ରଖିବାକୁ ବିଦ୍ୟାଳୟମାନଙ୍କୁ ନିର୍ଦ୍ଦେଶ ଓଡ଼ଗାଁ, ୨୯|୮ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ ପଞ୍ଚମ ସାଧାରଣ ଅଧିବେଶନ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଧିବେଶନରେ ଉପାଧ୍ୟକ୍ଷା ମୀରା…

ବିଜେଡି ମହିଳା କର୍ମକର୍ତ୍ତାଙ୍କ ନାମ ଘୋଷଣା : ଏନଏସିରେ ବିଜୟାଲକ୍ଷ୍ମୀ , ବ୍ଲକରେ ଜୟନ୍ତୀ ଓ ନମିତାଙ୍କୁ…

ଓଡ଼ଗାଁ, ୨୯|୦୮ (ଶ୍ରୀକାନ୍ତ କୁମାର ମିଶ୍ର): ବିଜୁ ଜନତା ଦଳ ପକ୍ଷରୁ ଦଳୀୟ ମହିଳା କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି।ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆ ଓଡ଼ଗାଁ ଏନଏସି ଓ…

ଅଧାରୁ ପାଠ ଛାଡିଥିବା ପିଲାଙ୍କ ଏସ୍ଆଇଓଏସରେ ମାଗଣା ନାମଲେଖା

 ଅଗଷ୍ଟ ୩୧ରେ ସରିିବ ନାମଲେଖା  ୯୬୦୦ ଛାତ୍ରଛାତ୍ରୀ ବର୍ତ୍ତମାନ ସୁଦ୍ଧା ନାମ ଲେଖିଛନ୍ତି ଭୁବନେଶ୍ୱର: ଅଧାରୁ ପାଠପା ଛାଡିଥିବା, ଦଶମ ଫେଲ୍ କିମ୍ବା ବିଦ୍ୟାଳୟରେ ନିୟମିତ ଅନୁପସ୍ଥିତ ଥବା ୧୪ରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷାରେ ଯୋଡିବା ପାଇଁ…

ସର୍ପ ଦଂଶନରେ ଲିଭିଗଲା ଆୟୁଷଙ୍କ ଜୀବନ ଦୀପ ।

କେନ୍ଦ୍ରାପଡା:/ପ୍ରଫୁଲ୍ଲ କୁମାର ମଲ୍ଲ : ସତରେ ଦର୍ଶକ ବନ୍ଧୁ ବାପା ମାଆ କେତେ ଦିଅଁ ଦେବତା ଙ୍କୁ ପୂଜାକରି ପାଇଥାନ୍ତି ସନ୍ତାନ ଟିଏ । ଆଉ ସେଇ ସନ୍ତାନ କୁ ନେଇ ବାପା ମାଆ ଦେଖିଥାନ୍ତି ଅନେକ ସ୍ବପ୍ନ ଆଉ ସନ୍ତାନକୁ କହିଥାନ୍ତି ତୁ ଦୁନିଆରେ ବଡ ହୋଇ ଭଲ ମଣିଷ ଟିଏ ହୋଇ ଆମ ନାଁ ରଖିବୁ ଆମ…

ଶେରଗଡ଼ ରାଜା ଙ୍କ ପ୍ରଥମ ସହିଦ ସମ୍ମାନ ଗ୍ରହଣ କଲେ ଶେରଗଡ଼ ରାଜା ଙ୍କ ଉତ୍ତରାଧିକାରୀ।

ଶେରଗଡ଼/ବିରୁପାକ୍ଷ ବିଷୋୟୀ  :  ବିଳମ୍ବରେ ହେଲେ ମଧ୍ୟ ଶେରଗଡ଼କୁ ଆସିଛି ପ୍ରଥମ ସହିଦ ସମ୍ମାନ। ରାଜାପୂର୍ଣ୍ଣଚନ୍ଦ୍ର ସିଂଦେଓ କଟକ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ଏକ ଘରୋଇ ସଂସ୍ଥା ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ ହାତରୁ ଏହି ସମ୍ମାନ, ମାନପତ୍ର ଓ…

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଞ୍ଚୁରୁ ରେ ଜାତୀୟ କ୍ରୀଡା ଦିବସ ପାଳିତ।

https://youtu.be/QL8wN03mDxU ହିଞ୍ଜିଳିକାଟୁ/ ରଜତ ପଟ୍ଟନାୟକ:  ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ର କଞ୍ଚୂରୁ ଠାରେ ନୁତନ ଭାବରେ +2 କଳା ବିଭାଗ ଖୋଲିଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଞ୍ଚୁରୁ ରେ କନିଷ୍ଠ ଓ ବରିଷ୍ଟ ସମସ୍ତ…

ସୁନା ଅଳଙ୍କାର ଦୋକାନୀଙ୍କୁ ଗୁଳିମାଡ଼ ଓ ଭୁଜାଲିରେ ହାଣି ଲୁଟିଲେ ଡକାୟତ

କନ୍ଧମାଳ(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ବାଲିଗୁଡା ସହରର ମଧ୍ଯ ଭାଗରେ ନେହୂରୁ ଛକ ନିକଟରେ ସ୍ପଷ୍ଟ ଦିବାଲୋକ ରେ ମାଁ ପାଟ୍ଟଖଣ୍ଡା ଜୁଏଲାରୀ ସପ୍ ମାଲିକ ବି ସୁବାଷ ଚନ୍ଦ୍ର ଆଚରିଙ୍କୁ ତିନି ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକରେ ଗୁଳିମାଡ଼ କରିବା ସହ ଭୁଜାଲିରେ ହାଣି ସୁନା…

ଚାଷ ଉପକରଣ ଚୋରି ଅଭିଯୋଗ ରେ ଜେଲ ଗଲା ଅଭିଯୁକ୍ତ ମଙ୍ଗଳୁ ସତନାମୀ

ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ପୋଲିସ କୁ ଏକ ବଡ଼ ସଫଳତା ମିଳିଛି l ପୋଲିସ ସୂତ୍ର ରୁ ପ୍ରକାଶ ଯେ ବିଭିନ୍ନ ସ୍ଥାନ ରୁ ଚୋରି କରିବା ଓ ଚୋରି ସାମଗ୍ରୀ ଘରେ ମହଜୁଦ କରି ଲୁଚାଇ ରଖିଥିବା ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ଯାଇଛି l…

ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ପ୍ରଶାସନ ପକ୍ଷରୁ ତତ୍ପରତା

ଜମନକିରା,୨୯/୮: ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ସଦର ଗ୍ରାମରେ ଗତ 3 ମାସରୁ ଉର୍ଦ୍ଧ ସମୟ ହେବ ୩ଟି ପଡାକୁ ପାଣି ପହଞ୍ଚିବାର ଅସୁବିଧା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ଆଜି ପ୍ରଶାସନିକ ଅଧିକାରୀ ତରବରିଆ ହୋଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ୮ଦିନର ମହଲତ ମାଗିଥିବା…