ଶ୍ରମ ନୁହେଁ , ଶିକ୍ଷା ର ସୁନିଶ୍ଚିତ ପାଇଁ ଯୁବ ସମାଜ ର ସଂକଳ୍ପ
ବ୍ରହ୍ମପୁର : ଆଇ. ଏସ୍. ଆର୍. ଡି- ୱାନ ଷ୍ଟପ ସେଣ୍ଟର, ଶକ୍ତି ସଦନ ବ୍ରହ୍ମପୁର ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ସମ୍ମୁଖ ଠାରୁ ପଦଯାତ୍ରା କାର୍ଯ୍ୟକ୍ରମକୁ ବ୍ରହ୍ମପୁର ମହାନଗର ନିଗମର ଆଯୁକ୍ତ କୁମାରୀ ଆକବରମ ସସ୍ୟ ରେଡ୍ଡୀ ସବୁଜ…