ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ )ର ସର୍ବୋତ୍ତମ ପରିଚାଳନା ଉପରେ ଜାତୀୟ ଦକ୍ଷିଣାଞ୍ଚଳ ରାଜ୍ୟ କର୍ମଶାଳା…
ସୁବର୍ଣ୍ଣପୁର :(ପ୍ରକାଶ କୁମାର ହାତୀ)-ଜୁନ ୩୦ ଓ ଜୁଲାଇ ୦୧ ଦୁଇଦିନ ଧରି ତାମିଲନାଡୁ କୋଡାଇକନଲ ଠାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଭାରତ ସରକାର ଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ) ର ସର୍ବୋତ୍ତମ ପରିଚାଳନା ଉପରେ ଜାତୀୟ ଦକ୍ଷିଣାଞ୍ଚଳ ରାଜ୍ୟ କର୍ମଶାଳା ଅନୁଷ୍ଠିତ…