ଯେଉଁମାନେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଅମୂଳକ କଥା କହିବେ, ତେବେ ତାଙ୍କୁ କ’ଣ କହିବା? ଧର୍ମେନ୍ଦ୍ର ପ୍ରଧାନ
ପାଇକ ବିଦ୍ରୋହ ପ୍ରସଙ୍ଗ ଉପରେ ବିଜେଡିର ମନ୍ତବ୍ୟ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର, ଜୁଲାଇ ୦୮ – ବିଜେଡି ଦଳର କର୍ମୀମାନେ ଅମୂଳକ କଥା କହୁଛନ୍ତି । ମୋଦି ସରକାରରେ ପାଇକ ସଂଗ୍ରାମକୁ ଯଥୋଚିତ ସମ୍ମାନ ଦିଆଯାଇଛି । ଯେଉଁମାନେ ଅନ୍ଧ ପୁଟୁଳି ବାନ୍ଧି କଥା କହୁଛନ୍ତି,…