ବ୍ରାହ୍ମଣୀ ମହାବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଆମରଣ ଅନଶନ ।
କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ :କେନ୍ଦ୍ରାପଡା ଜିଲ୍ଲା ଦାଣ୍ଡିସାହି ସ୍ଥିତ ବ୍ରାହ୍ମଣି ମହାବିଦ୍ୟାଳୟରେ ୨୦୧୮ ମସିହା ପ୍ରକାଶିତ ବିଜ୍ଞାପନ ପାଇ ୧୩ ଜଣ ଅସ୍ଥାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମହାବିଦ୍ୟାଳୟରେ ବିଭିନ୍ନ ପଦ ପଦପିରେ ଯୋଗଦାନ କରି ଶିକ୍ଷକତା କରିଆସୁଥିଲେ…