ଭୁବନେଶ୍ୱର ଶଙ୍ଖ ଭବନ ପରିସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ବିଜେଡିରେ ମିଶିଲେ

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବୋପରି ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ବିକାଶମୂଳକ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ବିଜେଡି ରେ ସାମିଲ ହେଲେ ବିଜେପି କର୍ମୀ l  (ଭୁବନେଶ୍ୱର-ଶାସକ ପ୍ରଶାସକ) :- ଲୋକମାନଙ୍କ ସୁଖ ଦୁଃଖର ସାଥି, ସାଢ଼େ 4 କୋଟି ଓଡ଼ିଆ ଙ୍କ ପାଇଁ ଶ୍ରେଷ୍ଠ…

ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ପଥପ୍ରାନ୍ତ କବିତା ପାଠୋତ୍ସବ, ଅଗଷ୍ଟ ୨୦ ମହା କନଭେନସନ କୁ ସଫଳ କରିବାକୁ ଆହ୍ୱାନ.

ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପ୍ରଗତିଶୀଳ କବି ମାନଙ୍କୁ ନେଇ ଏକ ପଥପ୍ରାନ୍ତ କବିତା ପାଠୋତ୍ସବ ଭଞ୍ଜ ଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ନାଗରିକ ସୁରକ୍ଷା କମିଟି ଉପସ୍ଥାପିତ କରିଥିବା…

ଦୁଷ୍କର୍ମକାରୀଙ୍କୁ ପିଟି ପିଟି ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କଲେ କଲେ ବାପା ଓ ଦାଦା.

କନ୍ଧମାଳ(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତ ଶିକଵାଡ଼ି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି I ଏକ ରାସ୍ତା କାମରେ ନିୟଜିତ ମିକ୍ସଚେର ମେସିନ ଡ୍ରାଇଭର ଭାବେ କାର୍ଯ୍ୟରତ ଝାରଖଣ୍ଡ ରାଜ୍ୟର ନିରୁପାଲ ମହାତ (୪୦) ନାମକ ଯୁବକଙ୍କୁ ବାଡେଇ…

ବଙ୍ଗୋମୁଣ୍ଡା ବ୍ଲକ ଅଫିସରେ ପ୍ରଶାସନର ଜନ-ଅଭିଯୋଗ ଶୁଣାଣୀ ।

ବଲାଙ୍ଗିର (ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ଠାକୁର ): ୩୧ /୦୭ ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ ଅନୁସାରେ ଆଜି ବଙ୍ଗୋମୁଣ୍ଡା ବ୍ଲକ କାର୍ୟାଳୟଠାରେ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ…

ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଟିକାବାଲିର ପୁଅ ଆକାଶ.

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ଟିପାରୀଗାଁ ଗ୍ରାମର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆକାଶ କୁମାର ଦିଗାଲ ୩୧୯ ନଂ ରେଙ୍କ ରଖି ଓଏ ଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ଯାହା ପାଇଁ ସମଗ୍ର ଜିଲ୍ଲା ସମେତ ଟିକାବାଲି ଅଞ୍ଚଳରେ…

ନିମାଇଁ ଚରଣ ପ୍ରଧାନ ହେଲେ ନୟାଗଡ଼ ବିଇଓ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ନଂ୧୮୪୦୯ ତା:୩୧.୦୭.୨୩ରିଖ ଅନୁଯାୟୀ ନୟାଗଡ଼ ବ୍ଳକ ଶିକ୍ଷାଧିକାରୀ ଭାବେ ନିମାଇଁ ଚରଣ ପ୍ରଧାନ ନିଯୁକ୍ତି ପାଇଛନ୍ତି। ଫଳରେ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଖାଲି ପଡ଼ିଥିବା ନୟାଗଡ଼ ବିଇଓ ପଦବୀ ଏବେ ପୂରଣ…

ଶିବ ପ୍ରସାଦ ସ୍ୱାଇଁ ବ୍ଲକ ଯୁବ ବିଜେଡି ସମ୍ପାଦକ

ଜଗତସିଂହପୁର,ତା-୦୧.୦୭.୨୦୨୩/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଂଚାୟତ ମିର୍ଜାପୁର ଗ୍ରାମର ଯୁବନେତା ତଥା କନିମୁଳ ପଂଚାୟତ ପୂର୍ବତନ ଯୁବ ବିଜେଡି ସଭାପତି ଶିବ ପ୍ରସାଦ ସ୍ୱାଇଁଙ୍କ ବ୍ଲକ ଯୁବ ବିଜେଡି ସମ୍ପାଦକ ଭାବେ ପଦୋନତି ହୋଇଥିବା ଜଣାପଡିଛି l ଜ଼ିଲ୍ଲା ଯୁବ…

ପଦ୍ମପୁର କେନ୍ଦୁପତ୍ର ଡିଭିଜନର ସିଜିନାଲ କର୍ମଚାରୀ ମାନଙ୍କ ବୈଠକ ଅନୁଷ୍ଠିତ ।

ପଦ୍ମପୁର:- ପଦ୍ମପୁର କେନ୍ଦୁପତ୍ର ଡିଭିଜନର ସମସ୍ତ ସିଜିନାଲ କର୍ମଚାରୀ ମାନଙ୍କ ବୈଠକ ରାଜୁ ଘିବେଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଅତିଥି ଭାବରେ ଯୋଗଦେଇ ସିଜିନାଲ କର୍ମଚାରୀ ମାନଙ୍କ ଉନ୍ନତି ତଥା ସରକାରଙ୍କ ଠାରୁ ମିଲୁଥିବା…

ସ୍ଥାନାନ୍ତରିତ ହେଲା ବ୍ଯାଙ୍କ ଅଫ୍ ବରୋଦା ପଦ୍ମପୁର ଶାଖା : ଉଦଘାଟନ କଲେ ବିଧାୟିକା

ପଦ୍ମପୁର/ଶିବାଶିଷ ପଟ୍ଟନାୟକ  :- ବ୍ଯାଙ୍କ ଅଫ୍ ବରୋଦା ପଦ୍ମପୁର ଶାଖା ସ୍ଥାନୀୟ ନେହେରୁଗଲି ପାଖ ପେଟ୍ରୋଲ ପମ୍ପ ସାମ୍ନା କୁ ସ୍ଥାନାନ୍ତରିତ ହୋଇଛି l ସ୍ଥାନାନ୍ତରିତ ହୋଇଥିବା ଏହି ବ୍ରାଞ୍ଚକୁ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୂଖ୍ୟ ଅତିଥି, ଡେପୁଟି ରିଜନାଲ ମ୍ୟାନେଜର…

ଭ୍ୟାନ ଧକ୍କାରେ ଡାକ୍ତରଙ୍କ ମୃତ୍ୟୁ,ଘଟଣା ସ୍ଥଳରେ ଉତ୍ତେଜନା

ନୟାଗଡ଼, (ବିଶ୍ଵଜିତ ନାୟକ): ପୋଲିସ ଭ୍ୟାନ ଧକ୍କାରେ ଫିଜିଓଥେରାପି ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ରାସ୍ତାରୋକ ସମେତ ଉତ୍ତେଜନା ପ୍ରକାଶ ପାଇଛି । ନୟାଗଡ଼ ରୋଟାରୀ କ୍ଲବରେ ଫିଜିଓଥେରାପି ଡାକ୍ଟର ଭାବେ କାର୍ଯ୍ୟ କରୁଥିବା ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର…