ରାଜ୍ୟ ସମବାୟ ଉନ୍ନୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ
• ପ୍ୟାକ୍ସଗୁଡିକୁ ବହୁମୁଖୀ ସମବାୟ ସମିତିରେ ପରିଣତ କରି ବିକଶିତ କରିବା କମିଟିର ପ୍ରମୁଖ ଲକ୍ଷ୍ୟ ।• ସମବାୟ ସମିତିଗୁଡିକୁ ସୁଦୃଢ଼ କରିବା ଦିଗରେ ମୂଲ୍ୟବାନ ପ୍ରସ୍ତାବ ଓ ପରାମର୍ଶ ଉପରେ ବ୍ୟାପକ ଆଲୋଚନା
ଭୁବନେଶ୍ଵର: ଭୁବନେଶ୍ୱର ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟ…