ନୈତିକ ବିଦ୍ୟୁତ ବ୍ୟବହାରରେ ଉନ୍ନତି ଆଣି ,ଏକ ସୁରକ୍ଷିତ ଶକ୍ତି ଭବିଷ୍ୟତ ସୁନିଶ୍ଚିତ କରାଯାଉଛି

ଭୁବନେଶ୍ୱର: ବ୍ୟାପକ ଭିତିଭୂମି ବିକାଶ, ପ୍ରଯୁକ୍ତି ଉନ୍ନତୀକରଣ ଓ ଉନ୍ନତ ଗ୍ରାହକ ସେବା ଭଳି ବିିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସହ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟଉସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ଆଗକୁ ବଢ଼ୁଛି । ଭରସାଯୋଗ୍ୟ ଓ ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ପାଇଁ ଟିପିସିଓଡିଏଲ୍…

ମିଲେଟ୍ସ ପହଞ୍ଚୁଛି ପ୍ରତିଟି ଘରେ –ମିଲେଟ୍ସର ପ୍ରକୃତ ଉପେଯାଗ କରୁଛି ଓଡ଼ିଶା ମିଲେଟ ମିଶନ

ଭୁବନେଶ୍ୱର – ଗ୍ରାହକ ମାନଙ୍କର ଆବଶ୍ୟକତା ବୁଝି ସେସବୁର ପୂରଣ କରିବା ଯେ କୈାଣସି ସଂସ୍ଥାର ସୁଗମ କାର୍ଯ୍ୟଶୈଳୀର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗ୍ରାହକ ମାନଙ୍କ ନିକଟରେ ପହଞ୍ଚିବା ପାଇଁ ସବୁ ସମୟରେ ପ୍ରୟାସ କରି ଆସିଛି ଓଡ଼ିଶା ମିଲେଟ ମିଶନ । ୨୦୧୭ ରୁ…

କଫ ସିରପ ନିଶା ଇଞ୍ଜେକ୍ସନ ଜବତ: 2 ଗିରଫ

ଝାରବନ୍ଧ - ଶାସକ ପ୍ରଶାସକ:ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଲପୁର ଥାନା ଡୁଙ୍ଗରିପାଲି ଗ୍ରାମ ର ଅନିଲ ପ୍ରଧାନ (35),ବଡ଼କଞ୍ଜାରି ଗ୍ରାମ ର ସୋଲମ ଦାସ (32)କୁ ବେଆଇନ ଏସକଫ ସିରଫ ନିଶା ବଟିକା, ନିଶା ଇଞ୍ଜେକ୍ସନ କରବାର ଅଭିଯୋଗ ରେ କୋର୍ଟ ଚାଲାଣ କରାଯାଇଛି l ଜଗଦଳପୁର ପୋଲିସ ପେଟ୍ରୋଲିଂ…

ଠିକା କମ୍ପାନୀର ମନମୁଖୀ କାର୍ଯ୍ୟ ଯୋଗୁଁ ମରଣଜନ୍ତା ପାଲଟିଛି ମୁଖ୍ୟ ରାସ୍ତା

ଯୋଡ଼ା ୭/୮(ପାର୍ଥ ସାରଥୀ ଷଡ଼ଙ୍ଗୀ):-କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାରେ ଚାଲିଛି । ଫ୍ଲାଏ ଓଭର କାର୍ଯ୍ୟ। ଠିକାଦାର ଚେଭର୍କ୍ସ କମ୍ପାନୀ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟରେ ନିଜର ମନମୁଖୀ କାର୍ଯ୍ୟଶୈଳୀ ଯୋଗୁଁ ଯାତାୟତ କରିବାକୁ ବହୁତ ଦୟନୀୟ  ଅବସ୍ଥା ଭୋଗୁଛନ୍ତି ପୌରପାଳିକା ବାସୀ…

ଝାରବନ୍ଧ ରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ “ଘର ଅଗଣାରେ କୁକୁଡା ପାଳନ ମାଧ୍ୟମରେ ଜୀବିକାର୍ଜନ”…

ଝାରବନ୍ଧ -ମନୋହର ଦାଶ-: ସ୍ଥାନୀୟ ରାଜିବ ଭବନ ଠାରେ ସ୍ବୟଂ ସହାୟକ ଗୋଷ୍ଠୀ ର ମାଁ ଓ ଭଉଣୀ ମାନଙ୍କ ପାଇଁ , "ଘର ଅଗଣାରେ କୁକୁଡ଼ା ପାଳନ ମାଧ୍ୟମରେ ଜୀବିକାର୍ଜନ" ଯୋଜନାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି ଭାବେ…

ପଦ୍ମପୁର ଏନ୍ ଏ ସି ରେ ମୁକ୍ତା ଯୋଜନା ର ସମୀକ୍ଷା କଲେ ବିଧାୟିକା

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମୁକ୍ତା ଯୋଜନାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ମୁକ୍ତା ଯୋଜନା ରେ ହୋଇଥିବା ଡ୍ରେନ୍ ଓ ରାସ୍ତା ଗୁଡିକର ସମୀକ୍ଷା କରିଛନ୍ତି l ଏହି ବୈଠକରେ କାର୍ଯ୍ୟ…

ରକ୍ତ ଦାନ ଶିବିର ଅନୁଷ୍ଠିତ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ବାସୁଦେବପୁର ପୌର ପରିଷଦ ରେ ଥିବା ସାଇ ସେବା ସଂଗଠନ ର ବାସୁଦେବପୁର ସାଇ ମନ୍ଦିର ପରିସରରେ ଏକ ପ୍ରେମ ସଂଜିବନୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସତ୍ୟସାଇ ସେବା ସଂଗଠନର ମୂଳ ଲକ୍ଷ ଗରିବ ଲୋକ ଟିକୁ ଡାକ୍ତରଖାନାରେ ଥିବା…

ତରା ମଲ୍ଲିକଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମଙ୍ଗଳ ବିଭାଗ ତଥା ଜିଲ୍ଲା ପ୍ରଶାସନ ତରଫରୁ ସୁଶ୍ରୀ ତରା ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରତ୍ସୋହନ ଯୋଜନାରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସୁଶ୍ରୀ ତରାଙ୍କ ବାପା ଲକ୍ଷ୍ମଣ ମଲ୍ଲିକ ,…

ବାଲିବୋ ଗ୍ରାମରେ ଭାଗବତ ପ୍ରଚାର ସଭା ଓ ପଦଯାତ୍ରା

ଢ଼େଙ୍କାନାଳ / ରବିନ୍ ଦାସ ; ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ଗ୍ରାମରେ ଭାଗବତ ପ୍ରଚାର ଓ ହିନ୍ଦୁ ସଂସ୍କୃତିକୁ ନେଇ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ପୁରୋହିତ ଶ୍ରୀ ଧର୍ମାନନ୍ଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆବାଳବୃଦ୍ଧବନିତା ଯୋଗ…

ଆଗଲପୁର ବ୍ଲକ ସ୍ତରୀୟ ନୂତନ ପେନସନ ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ପ୍ରସ୍ତୁତି ବୈଠକ

ସାଲେଭଟାରୁ ଗୁରୁ ଶଙ୍କର ପାଇକ -ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ସ୍ତରୀୟ ନୂତନ ପେନସନ ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ଏକ ପ୍ରସ୍ତୁତି ବୈଠକ ତା 5/8/2023 ରେ ଡୁଡୁକା ସ୍ଥିତ ବ୍ଲକ ପରିସର ମଧ୍ୟରେ ସଂଘ ସଭାପତି ଶ୍ରୀଯୁକ୍ତ ଜୟ ରାମ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |…