ଓଡିଆଇଏଏ ପକ୍ଷରୁ ଦିଲ୍ଲୀରେ ପାଂଚଦିନିଆ “ଜଳବାୟୁ ପଦକ୍ଷେପ ପାଇଁ କଳା, ଭାରତ କଳାକୃତି’ ସମ୍ମିଳନୀ

• ସାରା ଦେଶରୁ ବିଭିନ୍ନ କ୍ଷେତ୍ରର ୧୦୦ରୁ ଅଧିକ କଳାକାର ଅଂଶଗ୍ରହଣ କରିବେ ଓ ପରିବେଶ ମିତବ୍ୟୟୀ ଦୀର୍ଘସ୍ଥାୟୀ କଳାକୃତି ପ୍ରଦର୍ଶନ କରିବେ ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧-୫ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପାଂଚ ଦିନିଆ ‘Art for Climate Action…

ଏଠି ଲହଡି ଭାଙ୍ଗୁଛି ବିକାଶ, ଲୋକଙ୍କ ମୁହଁରେ ଫୁଟୁଛି ହସ

ବିକାଶର ରାଜୁତି ଦେଖିବ ତ ମଲ୍ଲିଝରଣକୁ ଆସ  ରାୟଗଡା /କାଶୀପୁର ରୁ ବୈକୁଣ୍ଠ ଦୁରିଆ -ଗୋଟିଏ କାଖରେ ବା ହାତରେ ଛୁଆ, ଆଉ ଗୋଟିଏ କାଖରେ ବା ମୁଣ୍ଡରେ ପାଣି ହାଣ୍ଡି ବା ମାଠିଆ. ପାଣି ଟୋପାଏ ପାଇଁ କଲବଲ ଲୋକମାନେ କାହିଁ କେତେଦୂର ବିଲ ନାଳରୁ ଦୂଷିତ ପାଣି ନେଇ ଧାଡିରେ ଆସୁଥିବା ଦୃଶ୍ୟ…

ମାନବିକତା ଦେଖାଇଲେ ଯୁବକ : ରାସ୍ତାରୁ ମିଳିଥିବା ବ୍ୟାଗକୁ ଦେଲେ ପୁଲିସର ଜିମା

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାସ୍ତା କଡ଼ରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏକଗୁରୁତ୍ୱ ପୂର୍ଣ୍ଣ ଏୟାର ବ୍ୟାଗକୁ ପୁଲିସର ଜିମା ଦେଇ ମାନବିକଦାର ପରିଚୟ ଦେଇଛନ୍ତି ଟିକିରି ନିବାସୀ ପୀତବାସ ମେଦ୍ରି । ଗତ ଦିନରେ ଏହି ବ୍ୟାଗ ଟି ଚୋରି ହୋଇ ଥିବାର ଟିକିରି ଥାନାରେ ଅଭିଯୋଗ ହୋଇ ଥିଲା ।ପୁଲିସ…

ଜିଲ୍ଲା ସ୍ତରୀୟ ୩୮ତମ ଚକ୍ଷୁଦାନ ପକ୍ଷ ପାଳନ

ଜଗତସିଂହପୁର,ତା-୨୫.୦୮.୨୦୨୩/ସୁମନ୍ତ କୁମାର ଦାସ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ବ ଚକ୍ଷୁଦାନ ପକ୍ଷ ପାଳିତ ହୋଇଯାଇଅଛି । ପ୍ରତିବର୍ଷ ୨୫ ଅଗଷ୍ଟରୁ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ପକ୍ଷ ପାଳନ କରାଯାଇଥାଏ । ଉକ୍ତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ…

ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ ପରିସରରେ ବିଜୁ ଛାତ୍ର ଜନତା ଦଳ ତରଫରୁ ବୃକ୍ଷ ରୋପଣ

ଜଗତସିଂହପୁର,ତା-୨୫.୦୮.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ସ୍ଥିତ ସ୍ବାମୀ ବିବେକାନନ୍ଦ ସ୍ମାରକ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜଗତସିଂହପୁର ବିଜୁ ଛାତ୍ର ଜନତା ଦଳ ସ୍ଟୁଡେଣ୍ଟ କ୍ୟାମ୍ପସ କମିଟି…

ଜିଲ୍ଲାସ୍ତରୀୟ ଏକ ଦିବସୀୟ ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦିନିକିଆ ତାଲିମ…

ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ଧାରଣା ଜାରି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ  ପକ୍ଷରୁ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୮ ତାରିଖ ଠାରୁ ୨ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। ଆନ୍ଦୋଳନ ଯୋଗୁଁ…

ସମୂହ ଛୁଟିରେ ଯିବେ ଉଦ୍ୟାନ କୃଷି ବିଭାଗୀୟ ଅଧିକାରୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ଉଦ୍ୟାନ କୃଷି ବିଭାଗରେ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରାଯାଉଥିବାରୁ ଉଦ୍ୟାନ କୃଷି ଅଧିକାରୀଙ୍କ ଦାୟିତ୍ୱ ବଢି ଚାଲିଛି ହେଲେ ଦୀର୍ଘ ବର୍ଷ ଧରି ଉଦ୍ୟାନ କୃଷି ବିଭାଗ ଅଧିକାରୀଙ୍କ କେଡର ପୁନଃ ବିନ୍ୟାସ ହୋଇ ପାରୁନାହିଁ ଯଦି ୩୦…

ମୃତ୍ତିକା ସଂରକ୍ଷଣ ଅଧିକାରୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ରାଜ୍ୟ ମୃତ୍ତିକା ସଂରକ୍ଷଣ ଅଧିକାରୀ ସଙ୍ଘ ଗଜପତି ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଗଜପତି ଜିଲ୍ଲାରେ କାର୍ଯ୍ୟରତ ମୃତ୍ତିକା ସଂରକ୍ଷଣ ସେବା ସଂଘର ସଦସ୍ୟ ପ୍ରକଳ୍ପ…

ନୂତନ ରୂପରେଖ ପାଇବ ନୟାଗଡ଼ ପୌରାଞ୍ଚଳ:ଅରୁଣ

ନୟାଗଡ଼ (ଲକ୍ଷ୍ମୀଧର ସାହୁ): ନୟାଗଡ଼ ସହରର ସମସ୍ତ ୱାର୍ଡର ରୂପାନ୍ତରଣ ହେବ। ଗତ ସପ୍ତାହରେ ନୟାଗଡ଼ ସହରରେ ବିକାଶର ଯାତ୍ରା ଚାଲିଛି। ୫-ଟି ମାଧ୍ୟମରେ ଅନେକ ପ୍ରକଳ୍ପ ଅନୁମୋଦନ ହୋଇଛି । ପ୍ରତ୍ୟେକ ୱାର୍ଡକୁ ଲକ୍ଷାଧ୍ୟକ ଟଙ୍କା ମିଳିଥିବାବେଳେ ଟଙ୍କାର କିପରି ସୁବିନିଯୋଗ ହେବ ନୟାଗଡ ବିଧାୟକ…