ଅଧାରୁ ପାଠ ଛାଡିଥିବା ପିଲାଙ୍କ ଏସ୍ଆଇଓଏସରେ ମାଗଣା ନାମଲେଖା
ଅଗଷ୍ଟ ୩୧ରେ ସରିିବ ନାମଲେଖା
୯୬୦୦ ଛାତ୍ରଛାତ୍ରୀ ବର୍ତ୍ତମାନ ସୁଦ୍ଧା ନାମ ଲେଖିଛନ୍ତି
ଭୁବନେଶ୍ୱର: ଅଧାରୁ ପାଠପା ଛାଡିଥିବା, ଦଶମ ଫେଲ୍ କିମ୍ବା ବିଦ୍ୟାଳୟରେ ନିୟମିତ ଅନୁପସ୍ଥିତ ଥବା ୧୪ରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷାରେ ଯୋଡିବା ପାଇଁ…