ମୂର୍ଖ ନା ଅଜ୍ଞ ଏହି ବାବୁମାନେ ?
ସ୍ୱାଧୀନତା ସଂଗ୍ରାମୀ ବହ୍ନିକନ୍ୟାଙ୍କର ନାମ ମଧ୍ୟ ଠିକରେ ଲେଖିବାରେ ଅସମର୍ଥ !!
ବରଗଡ :- ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ସମାଜ ସେବୀକା , ପଶ୍ଚିମ ଓଡିଶାର ଗର୍ବ ଓ ଗୌରବ , ପରମ ପୂଜନୀୟା ବଡ଼ମାଁ ବହ୍ନିକନ୍ୟା ପାର୍ବତୀ ଗିରି ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ । ସ୍ୱାଧୀନତା…