ବିଏମ୍ସି କମିଶନର ଚିଟିଙ୍ଗ କରି ପଟ୍ଟା ବଂଟନ କରୁଛନ୍ତି, ତାହା ପ୍ରତିବଦଳରେ ଟଙ୍କା ନେଉଛନ୍ତି
ଆଇପିସି ଧାରା-୪୨୦ରେ କମିଶନରଙ୍କ ନାଁରେ ମକଦ୍ଦମା ରୁଜୁ କରାଯିବ
ରାଜ୍ୟ ସରକାରଙ୍କ “ନୀଳବର୍ଣ୍ଣ ଶୃଗାଳର ରୂପ”କୁ ଚିହ୍ନିସାରିଛନ୍ତି ବସ୍ତିବାସିନ୍ଦା: ବାବୁ ସିଂ
ବିଏମସି କମିଶନର ବିଜେଡିର ମୁଖପାତ୍ର ସାଜି ବିଭ୍ରାନ୍ତକର ତଥ୍ୟ କାହିଁକି ଗଣମାଧ୍ୟମରେ କହୁଛନ୍ତି ?…