”ମୋ ଦେଶ ମୋ ମାଟି” ପାଇଁ ଗଜପତିରୁ ମାଟି ସଂଗ୍ରହ
https://youtu.be/9UWS6lp7Qpg
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାଧନତା ସଂଗ୍ରାମୀଙ୍କ ସ୍ମୃତି ଉଦେଶ୍ୟରେ ରାଜଧାନୀ ଦିଲ୍ଲୀରେ ଅମୃତ ବାଟିକା ନିର୍ମାଣ ଲାଗି ଦେଶର ବିଭିନ୍ନ ଅଞ୍ଚଳରୁ ମାଟି ସଂଗ୍ରହ କରାଯାଉଛି। ଏହି ଅବସରରେ ଗଜପତି ଜିଲ୍ଲାରେ ବିଜେପିର ରାଜ୍ୟ ସଭାପତି…