ଟ୍ରାକ୍ଟର ଚଢ଼ାଇ ଚାଳକ ଫେରାର;ଗୁରୁତର ଯୁବକ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି,
ଓଡ଼ଗାଁ, ୨୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ଧକ୍କା ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ କୁରୁମବାଙ୍କତରା ଗ୍ରାମ ବଡ଼ସାହିର ସୌମ୍ୟରଞ୍ଜନ ସାହୁ।ଅଭିଯୋଗ ଅନୁଯାୟୀ, ପାଣ୍ଡେରିପଡା ପଞ୍ଚାୟତ…