ଜିଲ୍ଲା ଏସ୍.ଏସ୍.ବି ଅଧ୍ୟାପକଙ୍କ ଶାନ୍ତିପୂର୍ଣ୍ଣ ଧାରଣା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏସ୍.ଏସ୍.ବି ଅଧ୍ୟାପକ ମାନେ ଆଜିକୁ ଦୀର୍ଘ ୧୨ଦିନ ହେଲା ଅର୍ଥାତ ଗୁରୁ ଦିବସ ଦିନ ଠାରୁ କଳାବ୍ୟାଜ ଧାରଣ କରି ନିଜର ଗୋଟିଏ ମାତ୍ର ଦାବି ଗ୍ରେଡ ପେ…