ଗୁଣପୁର ଠାରେ ଆରମ୍ଭ ହେଲା ଚଇତି ; ଆଦିବାସୀ ନୃତ୍ୟ, ଝାଞ୍ଜ ଓ ସମ୍ବଲପୁରୀ ଡିଜେ ରେ ଦୁଲୁକିଲା ଗୁଣପୁର ସହର
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଉପଖଣ୍ଡ ସ୍ତରୀୟ ଚଇତି ଇଡିତାଲ ୨୦୨୩ ଅବସର ରେ ଦୁଲୁକିଲା ଗୁଣପୁର ସହର . ଆଜି ଜଗନ୍ନାଥ ମନ୍ଦିରରୁ ଆଜ୍ଞ୍ୟା ମାଳ ଆଣିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ଲୋକଙ୍କ ଗହଣରେ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା , ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ…