ସାହିତ୍ୟର ବିକାଶରେ ପ୍ରକାଶକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ବିଶ୍ୱଭୂଷଣ
ଭୁବନେଶ୍ୱର/କଟକ : "କୌଣସି କବି ବା ଲେଖକଙ୍କ ସୃଷ୍ଟି ଯଦି ପୁସ୍ତକର ରୂପ ନପାଏ ତେବେ ତାହା ଲୋକ ଲୋକଲୋଚନକୁ ଆସି ପାରିବ ନାହିଁ । ଗୋଟିଏ ପୁସ୍ତକର ରଚିତ ହେଲା ପରେ ତାହା ପାଠକ ଦୃଷ୍ଟିକୁ ଆସିବା ଆବଶ୍ୟକତା ପଡ଼ିଥାଏ । ଏହି କାର୍ଯ୍ୟଟି ପ୍ରକାଶକଙ୍କ ଦ୍ୱାରା ଆଲୋକକୁ ଆସିଥାଏ । ପ୍ରକାଶନ…