ଅସହାୟ ମା କୁ ଦଶହରା ଭେଟି ଦେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ।
କେନ୍ଦ୍ରାପଡା:(ଶାସକ ପ୍ରଶାସକ): ପ୍ରଫୁଲ୍ଲ କୁମାର ମଲ୍ଲ ମଣିଷ ଜୀବନରେ ବଞ୍ଚିବା ପାଇଁ ମୌଳିକ ଅଧିକାରରେ ଖାଦ୍ୟ,ବସ୍ତ୍ର,ବାସଗୃହ ନିହାତି ଆବଶ୍ୟକ । ଆଜି ଏହି ମହଙ୍ଗା ଯୁଗରେ ତାହା ଯୋଗାଡ କରିବା ପାଇଁ ଏକ ଅସହାୟ ଲୋକ ନିମନ୍ତେ କଷ୍ଟକର କାମ ଅଟେ । ଆପଣ ମାନେ ଦେଖିଥିବେ କି କେତେ ଆଡେ କେତେ…