ବେଲଗୁଣ୍ଠାରେ ଶୀତ ଲହରୀ:ଘନ କୁହୁଡିରେ ଆଛାଦିତ ସହର ।
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ସମଗ୍ର ଓଡ଼ିଶାରେ ଜାଡ ଅନୁଭବ ହେଉଥିବା ବେଳେ ବେଲଗୁଣ୍ଠା ସହର ଓ ଆଖପାଖ ଅଞ୍ଚଳରେ ମଧ୍ୟ ଶୀତଳ ଲହରୀ ଚାଲୁ ରହିଛି ।ଏପରି ସ୍ଥଳେ ବିଭିନ୍ନ ସ୍ଥାନରେ ଶୀତରୁ ରକ୍ଷା ପାଇବାପାଇଁ ଲୋକେ ନିଆଁ ଜାଳି ଚାରିପାଖରେ ଦିନ ୯ ଟା ପର୍ଯ୍ୟନ୍ତ ବସି ରହୁଥିବା ଲକ୍ଷ୍ୟ…