ଟେମରି ଓ ଜଗଦଳପୁର ଠାରେ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟନ କଲେ ବିଧାୟିକା ବର୍ଷା ସିଂ ବରିହା l
ଝାରବନ୍ଧ/ମନୋହର ଦାଶ :- ପଦ୍ମପୁର ଉପଖଣ୍ଡ ମୁଖ୍ୟତଃ କୃଷି ଉପରେ ନିର୍ଭର କରେ l କୃଷି ଓ କୃଷକ ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ୱରେ ରାଜ୍ୟ ସରକାର ଅନେକ ଗୁଡିଏ ପଦକ୍ଷେପ ନେଇ ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ପାରିଛନ୍ତି । କୃଷକ ଭାଇ ମାନଙ୍କୁ ନିଜ ଘର ପାଖରେ ପ୍ରାଥମିକ କୃଷି…