ପ୍ରତି ଓ୍ବାର୍ଡ ରେ ବୁଲିବ ଜଗନ୍ନାଥ ରଥ
ରାଉରକେଲା:(ବସନ୍ତ କୁମାର ଜେନା): ଆସନ୍ତା ଜାନୁୟାରୀ ୧୭ ତାରିଖରେ ଶ୍ରୀମନ୍ଦିରର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ କୋଟି କୋଟି ଓଡ଼ିଆଙ୍କ ଆରାଧ୍ଯ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ ଉଦ୍ଦେଶ୍ଯରେ ଗାଁରୁ ସହର ପ୍ରତିଟି ଘରୁ ଚାଉଳ ଓ ଗୁଆ ସଂଗ୍ରହ ନିମନ୍ତେ…