ଆଜି ଶ୍ରୀ ରାମ ଧ୍ଵନୀ ରେ କମ୍ପିଲା ଗୁଣପୁର ସହର
ଗୁଣପୁର ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସହର ଆଜି ଚଳ ଚଞ୍ଚଳ । ଅଯୋଧ୍ୟା ରେ ଶ୍ରୀରାମ ଙ୍କ ମନ୍ଦିର ପ୍ରତିଷ୍ଠା କୁ ନେଇ ଅକ୍ଷତ,କର ପତ୍ର ଓ ନବ ନିର୍ମିତ ଶ୍ରୀରାମଲାଲା ଙ୍କ ମନ୍ଦିର ତୈଳଚିତ୍ରକୁ ଗୁଣପୁର ସହର ରେ ଘରେ ଘରେ ପହେଞ୍ଚବା ପାଇଁ ଜାନୁଆରୀ ମାସ ପହିଲା ରୁ ଆରମ୍ଭ ହୋଇଛି ଅଭିଯାନ…