୪ ଲକ୍ଷ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ଜେଲ୍ ଗଲେ ୨ ଅଭିଯୁକ୍ତ, ଜଣେ ଫେରାର୍
ଜଗତସିଂହପୁର,ତା-୦୮.୦୧.୨୦୨୪/ସୁମନ୍ତ କୁମାର ଦାସ: ଆଳିପିଙ୍ଗଳ ସ୍ଥିତ କଳ୍ପନା ଗ୍ୟାସ୍ ଏଜେନ୍ସିର ମାଲିକ କୁତାମ କିଶୋର ସର୍ଜନ ସିଂହଙ୍କ ଠାରୁ ନଗଦ ୩ ଲକ୍ଷ ୮୫ ହଜାର ଟଙ୍କା ଝାମ୍ପି ନିଆଯିବା ଘଟଣାର ପର୍ଦ୍ଦାଫାସ୍ କରିଛି ଜଗତସିଂହପୁର ପୁଲିସ। ମାମଲାର ତଦନ୍ତକାରୀ ପୁଲିସ ଅଫିସର ଶୁଭ୍ରଜିତ୍…