ଡା ପାଣୁ ନାୟକ ଥିଲେ ଘୁମୁସରର ବରପୁତ୍ର: ମନ୍ତ୍ରୀ ଶ୍ରୀ ଆରୁଖ
ବେଲଗୁଣ୍ଠା/ଶିବରାମ ଚୌଧୁରୀ: - ବିଶିଷ୍ଟସମାଜସେବୀ ସ୍ୱର୍ଗତ ଡାକ୍ତର ପାଣୁ ନାୟକଙ୍କ ଦ୍ଵାଦଶାହ ସ୍ମୃତିସଭା ଆଜି ଗୋବରା ନୁଆଁପଡ଼ା ସ୍ଥିତ ବୈକୁଣ୍ଠନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମାନ୍ୟବର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ…