କାଳିଜାଇ ଙ୍କ ପୀଠରେ ମକର ମେଳା ନିମନ୍ତେ ପ୍ରସ୍ତୁତି ବୈଠକ !!!
ଚିଲିକା ( ସେକ କୌସର ) : ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା କାଳିଜାଇଙ୍କ ପୀଠରେ ପ୍ରତେକ ବର୍ଷ ଭଳି ଚଳିତ ମାସ ୧୫ ତାରିଖରେ ମକର ମେଳା ମହୋତ୍ସବ ଅନୁଷ୍ଠିତ ହେବ । ଏନେଇ ଏକ ବୈଠକ ପାରିକୁଦ ରାଜା ସାହେବ ସନ୍ତୋଷ ଚନ୍ଦ୍ର ଦେଓଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଭକ୍ତମାନଙ୍କ…